ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ

147

ଭୁବନେଶ୍ୱର, 13 ନଭେମ୍ବର – ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ବିଲେଇସର୍ଡା ଗାଁରେ ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ଉଲ୍ଲେଖନୁୀୟ ଯେ ଏହି ସାପଧରାଳି ଏକ ନାଗ ସାପକୁ ଧରି ନେଲ କଟରରେ ଅତି ନିର୍ଦ୍ଦୟ ଭାବରେ ଦାନ୍ତ ଭାଙ୍ଗି ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା।

Leave A Reply

Your email address will not be published.