ଆମେରିକାରେ ବଢ଼ିଛି ଭାରତୀୟ ଆମ୍ବର ଚାହିଦା

135

ଭାରତୀୟ ଆମ୍ବର ଚାହିଦା । ଆମ୍ବରପ୍ତାନିକାରୀମାନଙ୍କ ମଧ୍ୟରେଭାରତର ସ୍ଥାନ ଅନ୍ୟତମ । ଭାରତରମୁକେଶ ଅମ୍ବାନୀ ଏସିଆର
ସର୍ବବୃହତ ଆମ୍ବ ରପ୍ତାନିକାରୀମଧ୍ୟରୁ ଜଣେ । ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି ।ତେବେ ଭାରତୀୟ ଆମ୍ବର ଫିଭର
ଘାରିଛି ଆମେରିକୀୟଙ୍କୁ । ମାତ୍ର୫ମାସ ମଧ୍ୟରେ, ଆମେରିକାଭାରତ ଠାରୁ ୨ହଜାର ଟନରୁଅଧିକ ଆମ୍ବ ଆମଦାନୀ କରିଛି ।
ବାଣିଜ୍ୟ ମନ୍ତ୍ରଣାଳୟ ଏପ୍ରିଲରୁ ଅଗଷ୍ଟମଧ୍ୟରେ ଭାରତରୁ ରପ୍ତାନିହୋଇଥିବା ଆମ୍ବ ରପ୍ତାନୀ ତଥ୍ୟକୁପ୍ରକାଶ କରିଛି । ତଥ୍ୟ ଅନୁଯାୟୀ,
ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଭାରତ ୨୭, ୩୩୦,୦୨ ଟନ ଆମ୍ବ ରପ୍ତାନି କରିଛି ।ଗତ ବର୍ଷ ସମାନ ଅବଧିରେ ଭାରତ
୨୨,୯୬୩, ୭୮ଟନ ଆମ୍ବରପ୍ତାନି କରିଥିଲା । ଯାହା ମୋଟ୧୯ ଶତକଡା ଅଭିବୃଦ୍ଧି ଦର୍ଶାଉଛି ।ଆମେରିକା ଭାରତରୁ ସର୍ବାଧିକ ଆମ୍ବ
ଆମଦାନୀ କରିଛି । ଏହି ୫ମାସମଧ୍ୟରେ, ଭାରତରୁ ଆମେରିକାକୁ୨୦୪୩.୬୦ ଟନ ଆମ୍ବ ରପ୍ତାନିକରାଯାଇଛି । ଏହା ବ୍ୟତୀତ ଜାପାନ
ଭାରତରୁ ୪୩ ଟନ ଆମ୍ବ,ନୁ୍ୟଜିଲ୍ୟାଣ୍ଡ ୧୧୧ଟନ,ଅଷ୍ଟ୍ରେଲିଅ । ୫୮,୪୨ ଟନ ଏବଂଦକ୍ଷିଣ ଆଫ୍ରିକା ୪,୪୪ଟନଆମଦାନୀ କରିଛି । ଏହା ବ୍ୟତୀତ
ଇରାନ, ମରିସସ, ଏବଂନାଇଜେରିଆ ପରି ଅନେକଦେଶ ଭାରତରୁ ବହୁ ପରିମାଣରେଆମ୍ବ ଆମଦାନୀ କରିଛନ୍ତି ।

Leave A Reply

Your email address will not be published.