ସରୁ କ୍ଷା ପରଚି ।ଳନା କ୍ଷେତ୍େର ର ଏମସ୍ ଏି ଲ ୍ ସଏି ମଡ୍ ି ପରୁ ସ୍କତ

175

ତାଳଚେର,୨୨ ।୧୦(ମନୋଜନନ୍ଦ): ସୁରକ୍ଷା ପରିଚାଳନାକ୍ଷେତ୍ରରେ ଅତୁଳନୀୟ ଅବଦାନକୁସମ୍ମାନ ଜଣାଇ ମହାନଦୀ
କୋଲ୍ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷତଥା ପରିଚାଳନା ନିଦେ୍ର୍ଦଶକ ଓ.ପି. ସିଂଙ୍କୁ ସମ୍ମାନଜନକ “ଆପେକ୍ସଇଣ୍ଡିଆ ଭିଜନାରୀ ଲିର୍ଡ ଆୱାର୍ଡ-
୨୦୨୩’ ପ୍ରଦାନ କରାଯାଇଛି ।ଏଥିସହ ଆପେକ୍ସ ଇଣ୍ଡିଆଓଏଚ୍ଏସ୍ ପୁରସ୍କାର-୨୦୨୩ରକର୍ପୋରେଟ ବର୍ଗରେ କମ୍ପାନୀକୁ
“ସିଲଭର ଆୱାର୍ଡ’ ପ୍ରଦାନକରାଯାଇଛି । ଏମ୍ସିଏଲ୍ରକୁଲଦା ଓପନକାଷ୍ଟ ପ୍ରୋଜେକ୍ଟ(ଓସିପି)କୁ ବ୍ୟକ୍ତିଗତ/ ୟୁନିଟ୍ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ
କରାଯାଇଥିଲା । ଏ ନେଇ ଏମ୍ସିଏଲ୍ ସିଏମ୍ଡି ସିଂ ଗଭୀର କୃତଜ୍ଞତାପ୍ରକାଶ କରିବା ସହ କହିଛନ୍ତି, ଏହି ପ୍ରଶଂସା ଟିମ୍ ଏମ୍ସିଏଲ୍ ପାଇଁ ଉତ୍ସାହର
ଗଭୀର ଉତ୍ସ ହେବ । କର୍ମକ୍ଷେତ୍ରରେ ସୁରକ୍ଷା ଅଭ୍ୟାସକୁ ଆଗକୁ ନେବାରେଆମ ସମସ୍ତ ସଦସ୍ୟଙ୍କ ସାମୂହିକ ତଥା ନିରନ୍ତର ଉଦ୍ୟମକୁ ନିଶ୍ଚିତ କରିଛି ।

Leave A Reply

Your email address will not be published.