ଫିଲ୍ମ ନିକମା ର ବକ୍ସ ଅଫିସ କଲେକସନ୍‌, ସପ୍ତାହର ଶେଷ ଦିନରେ ମଧ୍ୟ ମିଳିଲାନି ସଫଳତା

183

ବକ୍ସ ଅଫିସ କଲେକସନରେ ଫିଲ୍ମ ନିକମାର ଖରାପ ଅବସ୍ଥା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଏହା ୫୧ ଲକ୍ଷ କମାଇଥିଲା । କିନ୍ତୁ ଦ୍ୱିତୀୟ ଦିନରେ ମଧ୍ୟ ଅର୍ଥତ୍ ସପ୍ତାହର ଶେଷ ଦିନରେ ଏହାର ଖରାପ ଅବସ୍ଥା ଦେଖିବାକୁ ମିଳିଥିଲା । ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକ ଏନେଇ ବେଶ ଉତ୍ସାହିତ ରହିଥିଲେ ହେଁ ରିଲିଜ ପରେ ସେମାନଙ୍କ ସମସ୍ତ ଆଶା ମଉଳିଯାଇଥିବାର ଦେଖିବାକୁ ମିଳିଥିଲା । ଫିଲ୍ମ ରିଲିଜ ର ପ୍ରଥମ ଦିନର ଆୟ ବହୁତ କମ୍ ଥିଲା, ଯାହାଫଳରେ ଏହାର ଦ୍ୱିତୀୟ ଦିନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.