ରାଷ୍ଟ୍ରପତି ଆଜି ବୃନ୍ଦାବନ ଯିବେ

166

ନୂଆଦିଲ୍ଲୀ, ୨୭ ଜୁନ୍ – ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଉତରପ୍ରଦେଶର ବୃନ୍ଦାବନ ଗସ୍ତ କରିବେ । ରାଷ୍ଟ୍ରପତି ମହିଳା ଆଶ୍ରୟ ସଦନରେ ରହୁଥିବା ଗରିବ ମା ମାନଙ୍କୁ ଭେଟିବେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ (ଉତରପ୍ରଦେଶ) ବୃନ୍ଦାବନ ପରିଦର୍ଶନ କରିବେ ଏବଂ କୃଷ୍ଣ କୁଟୀର ବାସିନ୍ଦାଙ୍କ ସହ ଆଲୋଚନା କରିବେ ।

Leave A Reply

Your email address will not be published.