ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା, ଫୋ୍‌ଳର ଟେଷ୍ଟ ରେ ବିଜେପିର ସାଥ ଦେବେ ଭାଇ ରାଜ ଠାକରେ

673
ମହାରାଷ୍ଟ୍ରରେ ବଢିବାରେ ଲାଗିଛି ରାଜନୈତିକ ଅସ୍ଥିରତା । ଆସନ୍ତା କାଲି ଉଦ୍ଧବ ଠାକରେଙ୍କ ଫୋ୍‌ଳର ଟେଷ୍ଟ ହାବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସସ୍‌ପେନ୍ସ ରହିଛି । ଆଜି ସନ୍ଧ୍ୟାରେ ସୁପ୍ରିମ କୋର୍ଟ ଫୋ୍‌ଳର ଟେଷ୍ଟ କୁ ନେଇ ଶେଷ ନିଷ୍ପତି ନେବେ ।
ମହାରାଷ୍ଟ୍ରର ରାଜନୈତିକ ସମସ୍ୟା ଉପରସ୍ତକୁ ପହଂଚି ଗଲାଣି । ଆସନ୍ତା କାଲି ଫୋଳର ଟେଷ୍ଟ ହେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସସ୍‌ପେନ୍ସ ରହିଥିବା ବେଳେ ଫୋଳର ଟେଷ୍ଟର ଆଦେଶ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ, ଯାହାର ଆଜି ସନ୍ଧ୍ୟା ୫ ଟାରେ ଶୁଣାଣି ହେବ । ସୂଚନା ଅନୁସାରେ ରାଜ୍ୟପାଳ ଭାଗବତ୍ ସିଂ କୋଶାରି ଆସନ୍ତା କାଲି ଅର୍ଥାତ ଜୁନ ୩୦ ରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଅଧିବେଶନର ଏକମାତ୍ର ଏଜେଣ୍ଡା ହେଉଛି ଉଦ୍ଧବ ସରକାରଙ୍କ ବିରୋଦ୍ଦରେ ଫୋ୍‌ଳର ଟେଷ୍ଟ, ଯାହାକୁ ଗୁରବାର ଅପରାହ୍ନ ସନ୍ଧ୍ୟା ୫ ଟା ସୁଦ୍ଧା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତମାନ ଏହା ଦେଖିବାକୁ ପଡିବ ଯେ, ଆସନ୍ତା କାଲି ଫୋ୍‌ଳର ଟେଷ୍ଟ ହେବ କି ନାହିଁ ।
ଆପଣଙ୍କୁ କହିରଖୁ ଯେ, ଫୋ୍‌ଳର ଟେଷ୍ଟର ଚାହିଦା ବିଜୋପି ଏବଂ କାତାକ ସ୍ୱାଧିନ ବିଧାୟକଙ୍କ ପାଇଁ ବଢିଛି । ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ମଧ୍ୟ ଭେଟିଥିଲେ ।
ଅନ୍ୟପକ୍ଷ୍େର ଏକନାଥ ସିନ୍ଦେ ଏବଂ ବିଦ୍ରୋହୀ ବିଧାୟକ ମାନେ ଆଜି ସନ୍ଧ୍ୟା କିମ୍ବା ଆସନ୍ତା କାଲି ମୁମ୍ବାଇ ଫେରି ପାରନ୍ତି । ଆସନ୍ତା କାଲି ଫୋ୍‌ଳର ଟେଷ୍ଟରେ ସେମାନେ ଅଂଶ ଗ୍ରହଣ କରିବେ ବୋଲି ସିନ୍ଦେ କହିଛନ୍ତି
Leave A Reply

Your email address will not be published.