ଦେଶରେ କାୟା ବିସ୍ତାର କରୁଛି କରୋନା , ୧୮,୮୨୯ ନୂତନ ମାମଲା ଚିହ୍ନଟ , ୩୯ ଜଣ ମୃତ

341

ନୂଆଦିଲ୍ଲୀ, ୩୦/୦୬: କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ, ୧୮୮୧୯ ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ । ପୂର୍ବ ଦିନ ତୁଳନାରେ ୩୦ ପ୍ରତିଶତରୁ ଅଧିକ ମାମଲା ବୃଦ୍ଧି ପାଇଛି। ବୁଧବାର ଦିନ, ଭାରତରେ ୧୪,୫୦୬ ଟି ନୂତନ ସଂକ୍ରମଣ ଚିହ୍ନଟ’ହୋଇଥିବାବେଳେ ହୋଇଛି ୩୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ବର୍ତମାନ ସକ୍ରିୟ ମାମଲା ଏକ ଲକ୍ଷ ଅତିକ୍ରମ କରିଛି ।

Leave A Reply

Your email address will not be published.