ରଥ ଖଳାରେ ତିନି ରଥ ପ୍ରସ୍ତୁତି, ରଥ ଫିଟ ବୋଲି ରିପୋର୍ଟ ଦେଲା ବୈଷୟିକ ଯାଞ୍ଚ ଟିମ

176

ଆସନ୍ତା କାଲି ହେବାକୁ ଯାଉଛି ଭକ୍ତ ଏବଂ ଭଗବାନଙ୍କ ମହା ମିଳନ l ଦୀର୍ଘ ଦୁଇ ବର୍ଷ ପରେ ପାରମ୍ପରିକ ରୀତି ନୀତି ପଥେ ରଥଯାତ୍ରା ପାଳିତ ହେବାକୁ ଯାଉଥିବା ବେଳେ ଏନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ପ୍ରଶାସନ l ତିନି ରଥ ସହିତ ପଥ ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି l ବୈଷୟିକ ଟିମ ଦ୍ୱାରା ତିନି ରଥକୁ ଯାଞ୍ଚ କରାଯାଇଥିଲା l ରଥଯାତ୍ରା ପାଇଁ ତିନି ରଥ ଫିଟ ଅଛି ବୋଲି ରିପୋର୍ଟ ଦେଇଛି ଟିମ l ବୈଷୟିକ ଟିମ ର ସୂଚନା ଅନୁସାରେ ଆସନ୍ତା 3 ତାରିଖ ରେ ଶ୍ରୀମନ୍ଦିର ଗର୍ଭ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ କଳା ହାଟ ଦ୍ୱାର ର ରୂପ ଛାଉଣୀ ମଧ୍ୟ କରାଯିବ l

Leave A Reply

Your email address will not be published.