ନାବାଳିକାକୁ ଗର୍ଭବତୀ କରି ବନ୍ଧା ହେଲେ ଯୁବକ

215

ଚନ୍ଦକା ଥାନା ଅଧିନ ନନ୍ଧରା କଂଟାବାଡ ଅଂଚଳର ୧୪ ବର୍ଷର ନାବାଳିକାଙ୍କୁ ଧର୍ଷଣ କରି ଯୁବକ ଗିରଫ । ସୂଚନା ମୁତାବକ ନାବାଳିକାକୁ ଧର୍ଷଣ ସହିତ ଗର୍ଭବତୀ କରିବା ଅଭିଯୋଗରେ ମାମଲା ରୁଜୁ କରିଛି ଚନ୍ଦକା ଥାନା ପୋଲିସ । ଏନେଇ ନୟାଗଡ ଦଶପଲ୍ଲା ଅଂଚଳର ଅଭିଯୁକ୍ତ ଦୀପକ ଜାନିଙ୍କୁ ଗତ ଜୁଲାଇ ୫ ତାରିଖରେ ଚନ୍ଦକା ପୋଲିସ କେସ୍ ନଂ ୧୫୯ ରେ ମାମଲା ରୁଜୁ କରି ଗିରଫ କରିଛି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଅଭିଯୁକ୍ତ ଜଣକ ଏକ ସିରିଏଲ ପ୍ରଡକ୍ସନ ହାଉସର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.