ସ୍ମାର୍ଟ ସିଟିରେ ନିର୍ମାଣ ହେବ ସାଇନ୍ସ ସିଟି ପାର୍କ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

163

ଭୁବନେଶ୍ୱର ୧୫/୦୭: ସ୍ମାର୍ଟ ସିଟି ରେ ନିର୍ମାଣ ହେବ କୋଲକତା ଢ଼ାଞ୍ଚାରେ  ସାଇନ୍ସ ସିଟି ପାର୍କ। ଏହି ସାଇନ୍ସ ସିଟି ପାର୍କ ନିର୍ମାଣ  ପାଇଁ ୩୦ ଏକର ଜମି ରାଜ୍ୟସରକାର ପକ୍ଷରୁ ପ୍ରଦାନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଅନୁମୋଦ କରିଛନ୍ତି । ଏହା ସହିତ  ପୁରୀ ଜିଲ୍ଲାରେ ବିଜ୍ଞର ଓ ପ୍ଲାନେଟୋରିୟମ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ। ସାତକୋଶିଆ ଅଞ୍ଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟ ସ୍ପିୟାର ମୁଜି୍ୟୁମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାର ମୌସୁମୀ ଅଧିବେଶରେ ଉପସ୍ଥାପିତ କରିଛନ୍ତି ।

Leave A Reply

Your email address will not be published.