ଆକସ୍ମିକ ସଡ଼କ ଦୁର୍ଘଟଣା, ଦୁଇ ଆହତ

153

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଛକ ନିକଟରେ ଆକସ୍ମିକ ସଡ଼କ ଦୁର୍ଘଟଣା ଘଟିଯାଇଛି l ଉଭୟ ଙ୍କ ମଧ୍ୟରେ ଦୁହେଁ ଦୁହି ଙ୍କ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି l ସୂଚନାନୁଯାଇ ଜଣେ ନିକଟସ୍ଥ ଖଲିଆଭଟା ଗ୍ରାମ ର ବସୁ ସିଂ ହୋଇଥିବାବେଳେ  ଆର ଜଣ ବିଜମାରା ଗ୍ରାମ ର ଅନନ୍ତ ପାରି ବୋଲି ଜଣାପଡିଛି  l ଦୁହିଁଙ୍କ ଅବସ୍ଥା ଅତି ସାଙ୍ଘାତିକ ହୋଇ ଥିବା ବେଳେ ଆର ଜଣ ଙ୍କ ମୁଣ୍ଡ ରେ ଆଘାତ ଲାଗିଛି l ସ୍ଥାନୀୟ ଲୋକେ ଏ ସମ୍ପର୍କ ରେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ କିନ୍ତୁ ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଗୁରୁତର ବ୍ୟକ୍ତି କୁ ବାଇକ ଯୋଗେ ନିକଟସ୍ଥ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l

Leave A Reply

Your email address will not be published.