ବ୍ରିଟେନରେ କରୋନା ଭାଇରସର ନୂଆ ଭାରିଆଣ୍ଟ, ଆଡଭାଇଜରୀ ଜାରି

137

ଲଣ୍ଡନ: ବ୍ରିଟେନରେ ପୁଣି ଆତଙ୍କରମାହୋଲ । ଏଠାରେ ତାପମାତ୍ରା ହ୍ରାସସହ କୋଭିଡ ସଂକ୍ରମଣ ବଢିବାରଆଶଙ୍କା କରାଯାଉଛି । କୁହାଯାଉଛିଋତୁରେ କୋଭିଡର ନୂଆ ସଂକ୍ରମଣବ୍ୟାପୁଛି । ପରିସ୍ଥିତିକୁ ନଜରରେ ରଖିସରକାରଙ୍କ ପକ୍ଷରୁ ଲୋକଙ୍କ ନିମନ୍ତେବର୍ତ୍ତମାନର ୩ଟି ଲକ୍ଷଣ ସମ୍ପର୍କରେସତର୍କତା ଜାରି କରାଯାଉଛି । ବ୍ରିଟେନସରକାରଙ୍କ ପକ୍ଷରୁ ଲୋକଙ୍କୁକୋଭିଡର ମୁଖ୍ୟତଃ ୩ଟି ଲକ୍ଷଣସମ୍ପର୍କରେ ସଚେତନ କରାଯାଉଛି ।କୁହାଯାଉଛି ଏହି ସବୁ ଲକ୍ଷଣ ଉପରେଏବେଠୁ ଧ୍ୟାନ ଦିଆଯିବା ଜରୁରି । ନ୍ୟୁଜ୍ସାଇଟ୍ ଦି ମିରର ଏକ ରିପୋର୍ଟଅନୁସାରେ ୟୁକେ ସ୍ୱାସ୍ଥ୍ୟ ସୁରକ୍ଷାଏଜେନ୍ସୀ (ୟୁକେଏଚଏସଏ) କହିଛନ୍ତିଯେ ଫ୍ଲୁ ଭଳି ନିଶ୍ୱାସପ୍ରଶ୍ୱାସ ସମ୍ପର୍କିତଶୀତକାଳୀନ ଭୂତାଣୁ ବୃଦ୍ଧି ସହିତକୋଭିଡ ସଂକ୍ରମଣ ବଢିବା ମଧ୍ୟନିଶ୍ଚିତ । କାରଣ ଲୋକେ ଏବେ ଘର ଭିତରେ ବେଶି ସମୟ ରହିବେ । ଏସରକାରଙ୍କ ପକ୍ଷରୁ ଶୀତକାଳୀନକୋଭିଡ ଓ ଫ୍ଲୁ ଟିକାକରଣ ତ୍ୱରାନ୍ୱିତକରିଛନ୍ତି । ରିପୋର୍ଟରେ କୁହାଯାଇଛିଯେ ଓମିକ୍ରନର ନୂଆ ସବ ଭାରିଆଣ୍ଟଯାହା ବିଏ.୨.୮୬ ଭାବେ ଜଣାଶୁଣାପ୍ରଥମେ ଅଗଷ୍ଟ ମାସରେ ସାମ୍ନାକୁଆସିଥିଲା । ତେବେ ଏହି ନୂଆ ଷ୍ଟ୍ରେନ ଯୋଗୁ ଗୁରୁତର ରୂପେ ଅସୁସ୍ଥ ହେବାରକୌଣସି ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । କାରଣ ପୂର୍ବରୁ କରାଯାଇଥିବାଟିକାକରଣ ଯୋଗୁ ଲୋକଙ୍କୁ ସୁରକ୍ଷା ମିଳିବ । ଇଂଲଣ୍ଡ ଏବଂ ୱେଲସ୍ରେ ଶରତଋତୁ ଆରମ୍ଭ ସହ କୋଭିଡ ସଂକ୍ରମଣ ହାର ହ୍ରାସ ହୋଇଛି । ଅକ୍ଟୋବର ପ୍ରଥମସପ୍ତାହନ୍ତ ସୁଦ୍ଧା ସଂକ୍ରମଣ ସଂଖ୍ୟା ୪୪୮ଥିଲା । ଏହା ପୂର୍ବ ସପ୍ତାହରେ ଏହା ୪୪୧ଥିଲା । ତେବେ ୟର୍କସାୟର ଲାଇଭରିପୋର୍ଟରେ ନବୀନତମ ସରକାରୀ ତଥ୍ୟଅନୁସାରେ ୭ ଅକ୍ଟୋବର ପର୍ଯ୍ୟନ୍ତ ଜାରସପ୍ତାହରେ ଇଂଲଣ୍ଡରେ ୧୫,୭୯୭ ନୂଆକୋଭିଡ ମାମଲା ରେକର୍ଡ ହୋଇଛି । ଏହାପ୍ରତ୍ୟେକ ୧ଲକ୍ଷ ଜନସଂଖ୍ୟାରେପାଖାପାଖି ୨୭.୯ ପ୍ରତିଶତ ମାମଲା ସହସମାନ । ତେବେ ଆଶଙ୍କା କରାଯାଉଛିପାଗ ଯେତେ ଥଣ୍ଡା ହେବ କୋଭିଡସଂକ୍ରମଣ ସେତେ ତୀବ୍ର ହେବ । ଏଥିରେଇଂଲଣ୍ଡରେ ସକରାତ୍ମକ ପରୀକ୍ଷଣକରାଇଥିବା ଲୋକଙ୍କ ଦ୍ୱାରା ହସ୍ପିଟାଲଏବେଠୁ ଭରିବାକୁ ଲାଗିଲାଣି ।ଯେଉଁଥିରୁ ଭାଇରସ ବ୍ୟାପକ ବ୍ୟାପୁଥିବାର ଅନୁମାନ କରାଯାଉଛି । ଇଂଲଣ୍ଡର ବିଭିନ୍ନହସ୍ପିଟାଲରେ ଏବେ କୋଭିଡରୋଗୀଙ୍କ ସଂଖ୍ୟା ୫ ମାସରସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି । ୮ଅକ୍ଟୋବର ପର୍ଯ୍ୟନ୍ତ ଏନଏଚଏସ୍ଇଂଲଣ୍ଡ ହସ୍ପିଟାଲମାନଙ୍କରେକୋଭିଡର ୪,୪୧୪ ରୋଗୀଙ୍କସୂଚନା ଦେଇଛନ୍ତି । ଏହା ଗତସପ୍ତାହ ଅପେକ୍ଷା ୧୪ ପ୍ରତିଶତଅଧିକ ଓ ୪ ମେ ପରେ ଦେଶରେସର୍ବାଧିକ ବୋଲି କୁହାଯାଇଛି ।

Leave A Reply

Your email address will not be published.