ଶକ୍ତିପୀଠରେ ନବରାତ୍ର ପୂଜା

146

ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ): ଆଜି ଠାରୁ ଆରମ୍ଭହୋଇଛି ଆଶ୍ୱିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା ।ଆଉ ମାତ୍ର କିଛି ଦିନ ପରେ ଧରାବତରଣ କରିବେଜଗତଜନନୀ ମା’ ଦୁର୍ଗା । ଶାରଦୀୟ ଦୁର୍ଗାପୂଜା ଅବସରରେ·ଲିଛି ମା’ଙ୍କ ଷୋଡଶ ଉପ·ର ପୂଜା । ଆଜି ନାରାୟଣୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡି ।ନବରାତ୍ର ପୂଜା ଦୃଷ୍ଟିରୁ ମାଆଙ୍କ ପୀଠରେ ଅଧିକ ଭକ୍ତଙ୍କସମାଗମ ଦେଖିବାକୁ ମିଳୁଛି । ସେପଟେ ମା’ ସମଲେଇଙ୍କପୀଠରେ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା ।ଗତକାଲି ପରି ଆଜି ବି ଧବଳମୁଖୀ ବେଶରେ ଦର୍ଶନଦେଉଛନ୍ତି ମା’ ସମଲେଶ୍ୱରୀ । ଅଢେଇ ଦିନ ପର୍ଯ୍ୟନ୍ତ ମା’ଙ୍କୁଧବଳମୁଖୀ ବେଶ କରିବା ନେଇ ପରମ୍ପରା ରହିଛି ।ଅନ୍ୟପଟେ ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ଖଡି ଲାଗିପରେ ଆଜିଠୁ ରଙ୍ଗକାମ କରାଯାଉଛି । ମଣ୍ଡପରେ ସାଜସଜା,ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ·ଲିଛି ।

Leave A Reply

Your email address will not be published.