ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡରେ ଏ+ ର୍ୟାଙ୍କ୍ରେ ଶକ୍ତିକାନ୍ତ ଦାସ ସମ୍ମାନିତ

140

ନୂଆଦିଲ୍ଲୀ: ଗ୍ଲୋବାଲ ଫାଇନାନ୍ସସେଣ୍ଟ୍ରାଲ ବ୍ୟାଙ୍କର କାର୍ଡ୍ସ୨୦୨୩ରେ “+’ ରାଙ୍କ୍ରେସମ୍ମାନିତ ହେଲେ ଆରବିଆଇଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।ଶନିବାର ମରକ୍କୋର ମାରାକେଶସହରରେ ତାଙ୍କୁ ଏହି ସମ୍ମାନରେସମ୍ମାନିତ କରାଯାଇଛି । ଏହି ସମ୍ମାନକେନ୍ଦ୍ରୀୟ ବ୍ୟାଙ୍କ୍ମାନଙ୍କୁ ଗଭର୍ଣ୍ଣରମାନଙ୍କୁ ସେମାନଙ୍କ ଉତ୍ତମପ୍ରଦର୍ଶନ ପାଇଁ ଦିଆଯାଇଥାଏ ।ତେବେ ଶକ୍ତିକାନ୍ତ ଦାସଙ୍କୁମିଳିଥିବା ପୁରସ୍କାର ସମ୍ପର୍କରେଏକ୍ସରେ ସୂଚନା ଦିଆଯାଇଛି ।ପ୍ରକୃତରେ ପୁରସ୍କାର ସେପ୍ଟେମ୍ବରମାସରେ ହିଁ ଘୋଷଣାକରାଯାଇଥିଲା । ଆରବିଆଇଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ,ସ୍ୱିଜରଲ୍ୟାଣ୍ଡ୍ର କେନ୍ଦ୍ରୀୟ ବ୍ୟାଙ୍କଥମସ ଜେ. ଜର୍ଡନ ଏବଂଭିଏତନାମର କେନ୍ଦ୍ରୀୟ ବ୍ୟାଙ୍କ୍ଗୁୟେନ ଥ ହୋଙ୍ଗ୍କୁ ମଧ୍ୟ ଗ୍ଲୋବାଲଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କରରିପୋର୍ଟ କାର୍ଡ ୨୦୨୩ ରେ”ଏ+’ ଗ୍ରେଡ୍ ପାଇଛନ୍ତି । ସେଣ୍ଟ୍ରାଲବ୍ୟାଙ୍କର ରିପୋର୍ଟ କାର୍ଡକୁ ୧୯୯୪ରୁବାର୍ଷିକ ଆଧାରରେ ଗ୍ଲୋବାଲଫାଇନାନ୍ସ ଦ୍ୱାରା ଜାରି କରାଯାଉଛି ।ଏହି ରିପୋର୍ଟ ୧୦୧ ମହତ୍ୱପୂର୍ଣ୍ଣକ୍ଷେତ୍ର ଏବଂ ଦେଶର କେନ୍ଦ୍ରୀୟବ୍ୟାଙ୍କ୍ର ମୁଖ୍ୟଙ୍କ ଆକଳନ କରିଗ୍ରେଡ ପ୍ରଦାନ କରିଥାଏ । ଏଥିରେୟୁରୋପୀୟ ସଂଘ, ପୂର୍ବ କାରିବିୟନସେଣ୍ଟ୍ରାଲ ବ୍ୟାଙ୍କ, ବ୍ୟାଙ୍କ୍ ଅଫ୍ସେଣ୍ଟ୍ରାଲ ଆଫ୍ରିକାନ ଷ୍ଟେଟ୍ସ ଏବଂସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ୱେଷ୍ଟଆଫ୍ରିକାନ ଷ୍ଟେଟ୍ସ ଭଳି ସଂସ୍ଥା ସାମିଲ୍ରହିଛି । ଗ୍ଲୋବାଲ ଫାଇନାନ୍ସମାଗାଜିନ୍ ବିଶ୍ୱର କେନ୍ଦ୍ରୀୟବ୍ୟାଙ୍କମାନଙ୍କର ଏହି ରିପୋର୍ଟବାର୍ଷିକ ଆଧାରରେ ପ୍ରସ୍ତୁତକରିଥାଏ । ଏହି ରିପୋର୍ଟରୁ ପର୍ଯ୍ୟନ୍ତଗ୍ରେଡ ଦିଆଯାଇ ଥାଏ । କେନ୍ଦ୍ରୀୟବ୍ୟାଙ୍କ୍ମାନଙ୍କ ଉତ୍ତମ ପ୍ରଦର୍ଶନରୁଆରମ୍ଭ କରି ଅସଫଳତାକୁ ନେଇଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଉତ୍ତମ ପ୍ରଦର୍ଶନ ପାଇଁ ଏ+ରାଙ୍କ୍ ଏବଂ ଅସଫଳତା ପାଇଁ ରାଙ୍କ୍ଦେଇଥାଏ । ରିପୋର୍ଟରେ ଦେଖାଯାଇଥାଏ ଯେ, ବିଶ୍ୱ ସାରା କେନ୍ଦ୍ରୀୟବ୍ୟାଙ୍କ୍ ଦରବୃଦ୍ଧି ନିୟନ୍ତ୍ରଣ,ଅର୍ଥବ୍ୟବସ୍ଥା ବିକାଶ ଲକ୍ଷ୍ୟ, ମୁଦ୍ରାସ୍ଥାୟୀତ୍ୱତା ଏବଂ ସୁଧ ହାରପରିଚାଳନାକୁ ଠିକ୍ ରଖିବାରେକେତେ ସକ୍ଷମ ଏବଂ ଏହାଅନୁଯାୟୀ ଗ୍ରେଡ ଦିଆଯାଇଥାଏ ।

Leave A Reply

Your email address will not be published.