ବ୍ୟାଟରେ ଓମ୍ ଲେଖି ଚର୍ଚ୍ଚାରେ କେଶବ
ମୁମ୍ବାଇ, ୨୦ା୧୦: ସୋସିଆଲ ମିଡିଆରେ ଭାଇରାଲ ସାଉଥ ଆଫ୍ରିକାକ୍ରିକେଟର । ବିଶେଷକରି ତାଙ୍କର ଭକ୍ତିର ତାରିଫ୍ ଏବେ ପ୍ରତିଟି ମୁହଁରେ ।କିଏ କହୁଛି ସେ ଇଶ୍ୱର ବିଶ୍ୱାସୀ, କିଏ କହୁଛି ଭଗବାନ ପ୍ରେମୀ । ଯାହାରଉଦାହରଣ ଦେଖିବାକୁ ମିଳିଛି ମୈଦାନରେ । କାରଣ ତାଙ୍କ ବ୍ୟାଟରେ”ଓମ୍’ ଚିହ୍ନ ବୟାନ କରୁଛି ଅନେକ କିଛି । ନା ତାଙ୍କର କେଶବ ମହାରାଜ ।
ଜନ୍ମ ସାଉଥ ଆଫ୍ରିକା ଡର୍ବାନରେ । ବାପା-ମାଆ ଭାରତୀୟ । ରୁହନ୍ତି ସିନାବିଦେଶରେ ମନ ତାଙ୍କର ଭାରତରେ । ବିବାହ ବି କରିଛନ୍ତି ଭାରତୀୟଝିଅଙ୍କୁ । ସେ ଏବେ ଦକ୍ଷିଣଆଫ୍ରିକାର ଅଲରାଉଣ୍ଡରଖେଳାଳି । ସୋସିଆଲମିଡିଆରେ ଏତେଟା ସକ୍ରିୟନଥିଲେ ବି ତାଙ୍କର ଫ୍ୟାନଫଲୋଅର୍ସ ଜବରଦସ୍ତ । ଏବେସେ ବିଶ୍ୱକପର ଚର୍ଚ୍ଚିତଚେହେରା । ଯେତେକି ଖେଳନୁହେଁ ସେତିକି ତାଙ୍କ
ପର୍ସନାଲ ଆଟିଚ୍ୟୁଡ୍ ପାଇଁ ।ତାଙ୍କ ବ୍ୟାଟରେ ଲେଖିଥିବା”ଓମ୍’ ଚିହ୍ନକୁ ନେଇ ବହୁତଚର୍ଚ୍ଚା । ସୋସିଆଲମିଡିଆରେ ଭାଇରାଲ୍ ପରେଅଲେକ ଦେଉଛନ୍ତି କମେଣ୍ଟ । ପୋଷ୍ଟକୁ ଏପର୍ଯ୍ୟନ୍ତ ତିନି ଲକ୍ଷରୁ ଅଧିକଲାଇକ୍ କରିସାରିଲେଣି । ଅକ୍ଟୋବର ୧୭ରେ ମୁହାଁମୁହିଁ ହୋଇଥିଲେସାଉଥ ଆଫିକା-ନେଦରଲ୍ୟାଣ୍ଡସ । ଯେଉଁଥିରେ ଦକ୍ଷିଣ ଆଫ୍ରିକାକୁ ୩୮ରନରେ ପରାସ୍ତ କରିଥିଲା ଡଚ୍ ଟିମ୍ । ତେବେ ମ୍ୟାଚରେ ସମସ୍ତଙ୍କଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସାଉଥ ଆଫ୍ରିକାର ଅଲ-ରାଉଣ୍ଡରକେଶବ ମହାରାଜ । ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବାକେଶବଙ୍କ ଖେଳକୁ ଯେତିକି ଲୋକ ଏନଜୟ କରିନଥିଲେ ସେତିକିଫୋକସ କରିଥିଲେ ତାଙ୍କ ବ୍ୟାଟକୁ । ଯାହାକୁ ଦେଖିବା ପରେ ଫ୍ୟାନ୍ସକହିଥିଲେ ବା କେଶବଙ୍କ ନା ଯେମିତି ତାଙ୍କ ବ୍ୟକ୍ତିତ୍ୱ ବି ସେମିତି ।