କିଟ୍ ବିଶ୍ୱବିଦ୍ୟାଳୟକୁ ‘୫ଜି ୟୁଜ୍ କେସ୍ ଲ୍ୟାବ୍’

151

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ୭ମଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସଉଦ୍ଘାଟନ କରିବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କିଟ୍ ବିଶ୍ୱବିଦ୍ୟାଳୟ ସମେତଦେଶର ଶହେଟି ଉଚ୍ଚତରଶିକ୍ଷାନୁଷ୍ଠାନକୁ ୫ଜି ୟୁଜ୍ କେସ୍ ଲ୍ୟାବପ୍ରଦାନ କରିଛନ୍ତି । ଏହି ୫ଜି ୟୁଜ୍କେସ୍ ଲ୍ୟାବଗୁଡ଼ିକରେ ଛାତ୍ରଛାତ୍ରୀ ଓଅଧ୍ୟାପକଙ୍କୁ ୫ଜି ଟେକ୍ନୋଲୋଜିକିପରି ବିଭିନ୍ନ କ୍ଷେତ୍ରରେ ବ୍ୟବହାରକରାଯାଇପାରିବ ସେ ନେଇଗବେଷଣା କରିବାର ସୁଯୋଗପାଇବେ । ଏହି ଅବସରରେପ୍ରଧାନମନ୍ତ୍ରୀ ମୋଦି ୫ଜି ୟୁଜ୍ ଲ୍ୟାବମଧ୍ୟ ଅଟଳ ଟିଙ୍କରିଂ ଲ୍ୟାବ୍ ଭଳିସମାନ ପ୍ରଭାବ ପକାଇବ ବୋଲିଆଶା ପୋଷଣ କରିଥିଲେ । ସେକହିଲେ, ୧୦ ହଜାର ଅଟଳ ଟିଙ୍କରିଂଲ୍ୟାବ୍ ମାଧ୍ୟମରେ ୭୫ହଜାରବିଦ୍ୟାଳୟ ଛାତ୍ରଛାତ୍ରୀ କଟିଂ-ଏଜ୍ଟେକ୍ନୋଲୋଜି ସହ ପରିଚିତହୋଇପାରିଛନ୍ତି । ସେହିପରି ୫ଜି ୟୁଜ୍ଲ୍ୟାବ୍ ଯୁବଗୋଷ୍ଠୀକୁ ଟେକ୍ନୋଲୋଜି
କ୍ଷେତ୍ରରେ ସେମାନଙ୍କର ସ୍ୱପ୍ନ ସାକାରକରିବାରେ ସହାୟକ ହେବ ବୋଲିସେ କହିଥିଲେ । ଶିକ୍ଷା, କୃଷି,ସ୍ୱାସ୍ଥ୍ୟ, ଶକ୍ତି ଓ ପରିବହନ ଆଦି
କ୍ଷେତ୍ରରେ ଭାରତ ଓ ବିଶ୍ୱରଚାହିଦାକୁ ଦେଖି କିପରି ୫ଜିଟେକ୍ନୋଲୋଜିକୁ ବ୍ୟବହାର କରିବିଭିନ୍ନ ଆପ୍ ବିକଶିତକରାଯାଇପାରିବ ତାହା ହେଉଛି
ଏହି ଲ୍ୟାବ୍ର ଲକ୍ଷ୍ୟ । ଏହା ଛଡ଼ାଲ୍ୟାବ୍ ଆଗକୁ ୬ଜି ବିକଶିତକରିବା କ୍ଷେତ୍ରରେ ପ୍ରମୁଖ ଭୂମିକାଗ୍ରହଣ କରିବା ସହ ଷ୍ଟାର୍ଟଅପଇକୋସିଷ୍ଟମ୍ ତିଆରି କରିବ ।

Leave A Reply

Your email address will not be published.