ସ୍ୱଦେଶୀ ସାମଗୀ୍ର କଣି ନ୍ତ ୁ ଦେଶବାସୀ

166

ନୂଆଦିଲ୍ଲୀ: ଭାରତର ଘରୋଇଟେଲିକମ କମ୍ପାନୀଗୁଡ଼ିକ ୫ ଜି କୁଟପି ୬ ଜି ପାଇଁ ଉଦ୍ୟମ ଆରମ୍ଭକରିଥିବା ବେଳେ ସରକାରୀଘରୋଇ କମ୍ପାନୀ ବିଏସ୍ଏନ୍ଏଲ୍
(ଭାରତ ସଂଚାର ନିଗମ ଲିମିଟେଡ୍)ଧୀର ଗତିରେ ଚାଲୁଛି । କମ୍ପାନୀଡିସେମ୍ବର ମାସରେ ଦେଶରେ ୪ଜିଲଞ୍ଚ୍ କରିବ ବୋଲି ଘୋଷଣା କରିଛି ।ତାହା ପୁଣି ପାଇଲଟ୍ ପ୍ରୋଜେକ୍ଟରେ ।ଡିସେମ୍ବରେ ଦେଶର ଅଳ୍ପ କିଛିସ୍ଥାନରେ ୪ଜିକୁ ପରୀକ୍ଷା ପୂର୍ବକ ଲଞ୍ଚକରାଯିବ । ଏହାପରେ ଆସନ୍ତା ବର୍ଷଜୁନ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଦେଶରେ୪ଜି ସେବା ଲାଗୁ ହୋଇଯିବା ବୋଲିବିଏସ୍ଏନ୍ଏଲ୍ ଚେୟାରମ୍ୟାନ୍ ଏବଂମ୍ୟାନେଜିଂ ଡାଇରେକ୍ଟର ପିକେପୁରୱାର କହିଛନ୍ତି । ଶନିବାର ଖବରସରବରାହ ସଂସ୍ଥା ପିଟିଅ ।ଇକୁସୂଚନା ଦେଇ ପୁରୱାର କହିଛନ୍ତିକମ୍ପାନୀ ଆସନ୍ତା ବର୍ଷ ଜୁନ୍ ମାସ ପରେ୪ଜିକୁ ୫ଜିରେ ଅପ୍ଗ୍ରେଡ୍ କରିବାକୁଯୋଜନା କରୁଛି । ସେ କହିଛନ୍ତି,ଡିସେମ୍ବର ମାସରେ ବିଏସ୍ଏନ୍ଏଲ୍୪ଜି ସେବା ପଞ୍ଜାବରେ ଆରମ୍ଭକରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି ।୨୦୦ ସହରକୁ ସେବା ଯୋଗାଇଦେବାକୁ ଆମେ ପ୍ରସ୍ତୁତି କରିସାରିଛୁ ।ପଞ୍ଜାବରେ ୩ ହଜାର ସାଇଟ ଇନଷ୍ଟଲକରିବା କାମରେ ଲାଗିଛୁ ।ବିଏସ୍ଏନ୍ଲ ଧୀରେ ଧୀରେ ଏହାରନେଟ୍ୱାର୍କ ଲଗାଇବା କ୍ଷମତା ମାସକୁମାସ ୬ ହଜାର ଏବଂ ପରେ ୯ହଜାର, ୧୨, ୧୫ ସାଇଟ୍ଲଗାଇବ । ୨୦୨୪ ଜୁନ ସୁଦ୍ଧା ସାରାଦେଶରେ ୪ଜି ସେବା ଚାଲୁ କରିବାକୁଆମର ଟାର୍ଗେଟ୍ ରହିଛି । ଏହାପରେଆମେ ୫ଜିକୁ ଆଗେଇବୁ ବୋଲିପୁରୱାର କହିଛନ୍ତି । ୫ଜିକୁ ଅପ୍ଗ୍ରେଡ୍ହେଲା ଭଳି ଦେଶରେ ୪ଜି ନେଟ୍ୱାର୍କବିଛାଇବାକୁ ବିଏସ୍ଏନ୍ଲ ଆଇଟିକମ୍ପାନୀ ଟିସିଏସ୍ ଓ ସରାକୀରଆଇଟିଆଇକୁ ୧୯ ହଜାର କୋଟିରଅର୍ଡର ଦେଇଛି । ଥରେ ୪ଜିସେବା ଆରମ୍ଭ ହୋଇଗଲେ ୫ଜିଲଞ୍ଚ କରିବାକୁ ବିଏସ୍ଏନ୍ଏଲ୍ପାଖରେ ଯଥେଷ୍ଟ ସ୍ପେକ୍ଟ୍ରମ ରହିଛିବୋଲି ଏହାର ମ୍ୟାନେଜିଂଡାଇରେକ୍ଟର ମ୍ୟାନେଜିଂ ଡାଇରେକ୍ଟରପିକେ ପୁରୱାର କହିଛନ୍ତି ।

Leave A Reply

Your email address will not be published.