ଆସନ୍ତା ୨୫ ବର୍ଷ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ: ମୋଦି

142

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ତାଙ୍କର ୨ଦିନିଆଗୁଜରାଟ ଗସ୍ତରେ ଅଛନ୍ତି ।ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀଏକତା ନଗରରେ ସର୍ଦ୍ଦାରବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଏକକାର୍ଯ୍ୟକ୍ରମକୁ ସମ୍ବୋଧିତକରିଥିଲେ । ମଙ୍ଗଳବାର ସକାଳେସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀଅବସରରେ ଗୁଜରାଟରକେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ କାଯ୍ୟକ୍ରମରେ ଯୋଗଦେବା ସହ
ଷ୍ଟାଚୁ୍ୟ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳିଜ୍ଞାପନ କରିଛନ୍ତି । ଏଠାରେ ସେଦେଶର ପ୍ରଥମ ଗୃହମନ୍ତ୍ରୀଙ୍କୁଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସର୍ଦ୍ଦାର
ପଟେଲଙ୍କ ଜୟନ୍ତୀ ଅବସରରେଆଜି ଦେଶ ବ୍ୟାପୀ “ରନ୍ ଫରୟୁନିଟି ବା ଏକତାର ଦୌଡ’ଅନୁଷ୍ଠିତ ହେଉଛି । ଏହି ସମୟରେପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା
୨୫ ବର୍ଷ ଭାରତ ପାଇଁ ଏହିଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୨୫ବର୍ଷ ଅଟେ । ଏହି ୨୫ବର୍ଷରେଆମକୁ ସମୃଦ୍ଧ ଏବଂ ବିକଶିତହେବାକୁ ପଡିବ । ସେ କହିଥିଲେ ଯେ
ଅ ।ପଣ ସମସ୍ତ ଯୁବକଙ୍କ ଏହିସାହସିକ ଉତ୍ସାହ ଜାତୀୟ ଏକତାଦିବସର ଏକ ବଡ଼ ଶକ୍ତି । କୌଣସିପ୍ରକାରେ, ମୋ ସାମ୍ନାରେ ମିନିଇଣ୍ଡିଆର ରୂପ ଦୃଶ୍ୟମାନ ହେଉଛି ।
ରାଜ୍ୟ ଅଲଗା, ଭାଷା ଅଲଗା,ପରମ୍ପରା ଅଲଗା, କିନ୍ତୁ ଏଠାରେଉପସ୍ଥିତ ଥିବା ପ୍ରତ୍େୟକ ବ୍ୟକ୍ତିଏକତାର ଦଢ ସୂତ୍ର ଦ୍ୱାରା ସଂଯୁକ୍ତ ।

Leave A Reply

Your email address will not be published.