22 ଦିନ ହେଲା ମହିଳା ନିଖୋଜ

Woman missing for 22 days

204

ସାଲେପୁର : ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଜନlର୍ଦ୍ଧନପୁର ଗାଁ ର ସୁକାନ୍ତ ପlତ୍ର ଙ୍କ ପତ୍ନୀ ମମତା ପାତ୍ର ଙ୍କ ନିଖୋଜ ଘଟଣା କୁ କୋଡିଏ ଦିନ ପୁରିଲାଣି ସ୍ଵାମୀ ଓ ପରିବାର ଲୋକେ ମମତା ଙ୍କ ଫେରିବା ବାଟକୁ ଅନାଇ ଅନାଇ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି |  ସୁକାନ୍ତ ଅଟୋ ଚଳାଇ ଥାନ୍ତି ସବୁଦିନ  ଅଟୋ ନେଇ ଭଡା କରି ପରିବାର ପୋଷନ୍ତି, ଗତ 04/07/2025,ଅପରାହ୍ନ 4ଟା ସମୟରେ ତାଙ୍କ ସ୍ତ୍ରୀ ତାଙ୍କର ନାମ ମମତା ପlତ୍ର (45)ବର୍ଷ ଘର କବାଟ ଦେଇ କୁଆଡେ ପଳେଇ ଯାଇଛନ୍ତି,ସୁକାନ୍ତ ପାତ୍ର ସମସ୍ତ ଘର, ବନ୍ଧୁ ବାନ୍ଧବ, ଠାକୁର ସ୍ଥାନ,ଇତ୍ୟାଦି ଖୋଜା ଖୋଜି କଲେ ମଧ୍ୟ ପାଇ ନାହାନ୍ତି ଶେଷରେ ନେମାଳ ଥାନା ରେ ଲିଖିତ ଆକାରରେ ଜଣେଇ ଛନ୍ତି, ଯଦି କୌଣସି ବ୍ୟକ୍ତି ମହିଳା ମମତା ପାତ୍ର ଙ୍କୁ ଦେଖିବାକୁ ପାଇବେ ତାଙ୍କର ସ୍ୱାମୀ ସୁକାନ୍ତ ପାତ୍ର ମୋବାଇଲ ନମ୍ବର 9861144726,ରେ ଜଣାଇବାକୁ ଅନୁରୋଧ

Leave A Reply

Your email address will not be published.