ତାଏକ୍ସୋଣ୍ଡୋ ଚମ୍ପିଆନସିପରେ ଦିଭ୍ୟନ୍ସି କୃତିତ୍ୱ

Double victory in Taekwondo Championship

84

ବ୍ରହ୍ମପୁର: ୨୦୨୫ ବର୍ଷ ପାଇଁ ସିବିଏସ୍‌ଇର ଆଞ୍ଚଳିକ ତାଏକ୍ସୋଣ୍ଡୋ ଚମ୍ପିଆନସିପ୍ ୨୪ ରୁ ୨୬ ତାରିଖ ଯାଏ ମେଘାଳୟର ର ଶିଙ୍ଗ °ସ୍ଥିତ ସ୍ଥିତ ବିଡିଡ଼ବ୍ଲୁ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଓଡ଼ିଶା, ଆସାମ, Iମ, ଛତିଶଗଡ, ମେଘାଳୟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବିଭିନ୍ନ ବିଭାଗରେ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରେ ଗଞ୍ଜାମ ତାଏକୋଣ୍ଡୋ ଖେଳାଳି ଦିଭ୍ୟନ୍ସି ବେହେରା ୧୪ ବର୍ଷରୁ କମ୍ 38 କେଜିରୁ ବିଭାଗରେ ପ୍ରଶିକ୍ଷକ ଇ ଲଲିତ କୁମାର ଙ୍କ ତତ୍ତ୍ୱାବଧାନରେ ଅଂଶଗ୍ରହଣ କରିଥିଲେ I ୪ ମ ରାଉଣ୍ଡରେ ମେଘାଳୟ ଛତିଶଗଡ,ଆସାମ ଓ ଓଡ଼ିଶା ଖେଳାଳଙ୍କ ସହ ଖେଳି ଦିଭ୍ୟନ୍ସି ବ୍ରୋଞ୍ଜ ପଦକ ହାସଲ କରିଥିଲେ | ଗଞ୍ଜାମ କ୍ଲୋରଫିଲ୍ ସ୍କୁଲ୍ ର ସପ୍ତମ ଶ୍ରେଣୀର ଛାତ୍ରୀ | ତାଙ୍କର ଏହି ସଫଳତାରେ ତାଇକୋଣ୍ଡୋ ସଂଘ ର ଜିଲ୍ଲା ସମ୍ପାଦକ କେ ମନୋଜ ପ୍ରଧାନ ଏବଂ ଓଡିଶା ଏକୋଣ୍ଡେ ଏକ୍ସୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଦିଭ୍ୟନ୍ସି ବେହେରା ଏବଂ କୋଚ୍ ଇ ଲଳିତ କୁମାର ଙ୍କୁ ଅଭିନନ୍ଦନ ଓ କୁର୍ତ୍ଜ୍ଞ ଜଣାଇଛନ୍ତି। ଦିଭ୍ୟନ୍ସି ବେହେରା ହେଉଛନ୍ତି ପୁରୁଷତମପୁର ର କଂଗ୍ରେସ ବିଧାୟକ ପ୍ରଥି ଚିତ୍ରସନ ବେହେରା ଓ ମାତା ସୁଜାତା କୁମାରୀ ବେହେରା ଙ୍କ କନ୍ୟା ଯାହାକି ଦୀର୍ଘ ଚାରି ବର୍ଷ ଧରି ପୁରୁଷତମପୁର ତାଇକୋଣ୍ଡେ ଏକାଡେମି ରେ କୋଚ୍ ଶ୍ରୀ ଲଳିତ ଙ୍କ ଫାଖରେ ପ୍ରଶିକ୍ଷଣ ନେଇ ଅନେକ ରାଜ୍ୟ ଜାତୀୟ ପ୍ରତିଯୋଗୀତା ଅନେକ ପଦକ ହାସଲ କରିଛନ୍ତି। ଏହା ଏକ ପୁରୁଷତମପୁର ମାଟିର ଗୌରବ ଅର୍ଜନ କରିଛନ୍ତି।

Leave A Reply

Your email address will not be published.