ରିଲିଜ୍ ହେଲା “ଟାଇଗର-୩’ର ଟ୍ରେଲର

147

ମୁମ୍ବାଇ, ୧୬ା୧୦: ସଲମାନ ଖାନଏବଂ କ୍ୟାଟ୍ରିନା କୈଫଙ୍କ ବହୁପ୍ରତୀକ୍ଷିତ ଫିଲ୍ମ “ଟାଇଗର-୩’ ।ବର୍ତ୍ତମାନ ତାହାର ଟ୍ରେଲର ରିଲିଜହୋଇଛି । ପ୍ରଶଂସକମାନେ ଉତ୍ସାହରସହିତ ଏହାକୁ ଅପେକ୍ଷା କରିଥିଲେ ।ଏହା ୨୦୨୩ର ମୋଷ୍ଟ ଆଉଟେଡ୍ଫିଲ୍ମ । “ଟାଇଗର-୩’ର ଆକ୍ସନ୍ପ୍ୟାକ୍ ଟ୍ରେଲର ଆସିବା ମାତ୍ରେସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାଆରମ୍ଭ କରିଛି । ଟ୍ରେଲରରେ ସଲମାନଖାନ ଏବଂ କ୍ୟାଟ୍ରିନାଙ୍କ ଲୁକପ୍ରଶଂସକଙ୍କ ହୃଦୟ ଜିତୁଛି ।ଟ୍ରେଲରଟି ଜଣେ ମହିଳାଙ୍କବ୍ୟାକଗ୍ରାଉଣ୍ଡ ସ୍ୱରରୁ ଆରମ୍ଭହୋଇଛି । ଯାହା ପରେ ସଲମାନଖାନଙ୍କ ଏଣ୍ଟ୍ରି ହୁଏ । ତାହା ପୁଣିଦମ୍ଦାର ଷ୍ଟାଇଲରେ । ଏହାରେନଜର ଆସେ କିଛି ଡାଏଲଗ,ଆକ୍ସନ । ପରେ କ୍ୟାଟ୍ରିନାଙ୍କ ଆକ୍ସନଅବତାର ଦେଖିବାକୁ ମିଳୁଛି । ଯାହାଦେଖିଲେ ଲାଗୁଛି ଫିଲ୍ମଟି ସମ୍ପର୍ଣ୍ଣସପସେନସରେ ଭରି ରହିଛି ।ଏହାପୂର୍ବରୁ ସେପ୍ଟେମ୍ବର ୨୭ରେ”ଟାଇଗର-୩’ର ଟିଜର ମୁକ୍ତିଲାଭକରିଥିଲା । ଟିଜରରେ ସଲମାନଙ୍କଦମ୍ଦାର ଲୁକ୍ ପ୍ରଶଂସକଙ୍କ ହୃଦୟଜିତିଥିଲା । “ଟାଇଗର-୩’ ବିଷୟରେକହିବାକୁ ଗଲେ ଏହା ହେଉଛିୱାଇଆର୍ଏଫ୍ କପ୍ ଅଫ୍ ସ୍ପାଏରୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର ।ଟାଇଗର ହେଉଛି ପ୍ରଥମ ମୂଳଗୁପ୍ତଚର । ଫିଲ୍ମରେ ସଲମାନ ଖାନଙ୍କସହ କ୍ୟାଟ୍ରିନା ଏବଂ ଇମ୍ରାନ ହାଶମୀମୁଖ୍ୟ ଭୂମିକାରେ ନଜର ଆସିବେ ।ଏହି ଫିଲ୍ମରେ ଇମ୍ରାନଙ୍କୁ ଏକ ଭିଲେନ୍ଭୂମିକାରେ ଦେଖିବାକୁ ମିଳିବ । ଏହିଚଳଚ୍ଚିତ୍ରର ନିଦେ୍ର୍ଦଶନା ଦେଇଛନ୍ତିମନୀଷ ଶର୍ମା । ଏହା ଦୀପାବଳିରେହିନ୍ଦୀ, ତାମିଲ ଏବଂ ତେଲୁଗୁଭାଷାରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.