କାଶ୍ମୀର ରେ ପୁଣି କୋକୁଆ ଭୟ |

ମେ ଏକ ରୁ ଜୁନ ୨ ମଧ୍ୟ ରେ ୧୦ ଜଣ ସାଧାରଣ ଲୋକ ଙ୍କୁ ହତ୍ୟା କରି ସାରିଛନ୍ତି ଆତଙ୍କବାଦୀ ମାନେ | ସରକାରଙ୍କ ପ୍ରତିଶୃତି ଉପରେ ଭରସା ନ କରି ପାରି ଘର ଛାଡ଼ୁଛନ୍ତି କାଶ୍ମୀର ପଣ୍ଡିତ ମାନେ | ବର୍ତମାନ ର କାଶ୍ମୀର ର ସ୍ଥିତି ଠିକ ନବେ ଦଶକ ପରି ମାନେ ହଉଛି | ସେହି ସମୟ ରେ ଆତଙ୍କୀ ଭୟ ରେ…

ସ୍କାଏ କିଙ୍ଗ ଟଙ୍କା ଜାଲିଆତି ମାମଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବ: ଡିସିପି

ଭୁବନେଶ୍ବର: ସ୍କାଏ କିଙ୍ଗ ଟଙ୍କା ଜାଲିଆତି ଘଟଣାରେ ୪ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ପଚରାଉଚରା କରିଛି କମିନରେଟ ପୁଲିସ। ଆଜି ରିମାଣ୍ଡର ଶେଷ ଦିନ।ରିମାଣ୍ଡ ସରିବା ପରେ ଆସନ୍ତାକାଲି ଆକାଶ ପାଠକଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା, ସେ…

‘ନୋଟା’ରେ ଅଧିକ ଭୋଟ ମିଳିଲେ ନିର୍ବାଚନ ରଦ୍ଦ କରାଯାଉ

ନୂଆଦିଲ୍ଲୀ: ‘ନୋଟା’ରେ ଅଧିକ ଭୋଟ ମିଳିଲେ ନିର୍ବାଚନକୁ ରଦ୍ଦ କରିଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ଦାଖଲ କରାଯାଇଛି। କୌଣସି ନିର୍ବାଚନରେ ଯଦି ‘ନୋଟା’କୁ ଅଧିକ ଭୋଟ୍ ମିଳେ, ସେହି ନିର୍ବାଚନକୁ ରଦ୍ଦ କରି ପୁନର୍ବାର ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କୁ…

ସନି ଦେଓଲ୍ COVID-19 ପଜିଟିଭ୍ ପାଇବା ପରେ ହିମାଚଳ ପ୍ରଦେଶରେ ଆଇସୋଲେଟ ହେଲେ

ଶିମଲା: ଅଭିନେତା ତଥା ରାଜନେତା ସନ୍ନି ଦେଓଲ୍ କୋଭିଡ୍ -19 ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି ଏବଂ ପଜିଟିଭ ପାଇଛନ୍ତି । ବୁଧବାର ସକାଳେ ସେ ନିଜ ପ୍ରଶଂସକଙ୍କ ସହ ସୂଚନା ବାଣ୍ଟିବାକୁ ଟ୍ୱିଟରକୁ ଯାଇ ସଂକ୍ରମଣ ପାଇଁ ନିଜକୁ ପରୀକ୍ଷା କରିବାକୁ କହିଛନ୍ତି। ଯେଉଁମାନେ ତାଙ୍କ ସହ ଘନିଷ୍ଠ…

ସାବଧାନ ଇଣ୍ଡିଆ ଦେଖି ହତ୍ୟାକାଣ୍ଡର ଯୋଜନା

ସରକାରୀ ଚାକିରି ଲୋଭରେ ପିତାଙ୍କୁ ହତ୍ୟା ଯୋଜନା ରଚିଥିଲା ପୁଅ ଉଦୟପୁର, ୧୭ ।୧୦ : ରାଜସ୍ଥାନର ଉଦୟପୁର ଜିଲ୍ଲାରୁ ପୁଅର ପିତାଙ୍କ ହତ୍ୟାକୁ ନେଇ ରଚିଥିବା ଷଡ଼ଯନ୍ତ୍ର ପର୍ଦ୍ଦାଫାସ୍ ହୋଇଛି । ଜିଲ୍ଲାର ସୁଖେର ଅଞ୍ଚଳରେ ସରକାରୀ ଚାକିରୀ ପାଇବା ପାଇଁ ଜଣେ ପୁଅ ତାଙ୍କ ପିତାଙ୍କୁ ହତ୍ୟା

ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ

ଲକ୍ଷେ୍ନø; ଉତ୍ତରପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛନ୍ତି । ଲକ୍ଷେ୍ନøର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ କରିଛି ୟୁପି ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ । ଧୀରେନ୍ଦ୍ରଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ସନ୍ତୋଷ ଯାଦବ ଓ ମର୍ଜୀତ

ଆତ୍ମଘାତୀ କାର୍ ବିସ୍ଫୋରଣ: ୧୨ ମୃତ, ୧୨୦ ଆହତ

କାବୁଲ: ଆଫଗାନିସ୍ତାନ ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ଏକ ଆତ୍ମଘାତୀ କାର ବିସ୍ଫୋରଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୨୦ ଲୋକ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଘୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁସଂଖ୍ୟା ବଢିପାରେ ବୋଲି

ଅଭିଯୁକ୍ତ ମହିଳାଙ୍କୁ ପୁଲିସର ଗଣଦୁଷ୍କର୍ମ

ଭୋପାଲ୍: ଦିନକୁ ଦିନ ନାରୀ ନିର୍ଯ୍ୟାତନା ଘଟଣା ବଢ଼ି ବଢ଼ି ·ଲିଛି । ମଧ୍ୟପ୍ରଦେଶର ରେୱା ଜିଲ୍ଲାରୁ ପୁଣି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ୧୦ ଦିନ ଧରି ପୁଲିସ କର୍ମୀମାନଙ୍କ ଦ୍ୱାରା ୨୦ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏକ ଜାତୀୟ ଗଣମାଧ୍ୟମର ତଥ୍ୟ