ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ : ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଲେ ଏଭଳି କଥା……
ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବେ ଟେଲିଭିଜନ ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ । ଏହାକୁ ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି ସନା । ଗ୍ଲାମର ଦୁନିଆକୁ ବିଦାୟ ଦେବାର ନିଷ୍ପତ୍ତି ପଛରେ ଧାର୍ମିକ କାରଣ ଥିବା ସନା ଉଲ୍ଲେଖ କରିଛନ୍ତି!-->…