‘ଯିଏ କରୋନା କାଳରେ ନିଜକୁ ସୁରକ୍ଷା ଦେଇ ପାରିଲେ ନାହିଁ, ସେ ଦେଶବାସୀଙ୍କୁ କିଭଳି ସୁରକ୍ଷା ଦେବେ’

ଆଉମାତ୍ର କେଇଟା ଦିନ ପରେ ବିଶ୍ୱ ସବୂୁଠାରୁ ବିତ୍ତଶୀଳ ରାଷ୍ଟ୍ର ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଚିରା ଚରିତ ଢଙ୍ଗରେ ନଭେମ୍ବର ମାସ ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଟିତ ହେବ । ଏହି ନିର୍ବାଚନରେ ମୁଖ୍ୟତ ରିପବ୍ଲିକ ପାର୍ଟି ଓ ଡେମୋକ୍ରେଟିକ୍ ପାର୍ଟି ମଧ୍ୟରେ