କୋଟିଆରେ ମୁଖ୍ୟ ଶାସନ ସଚିବ

କୋରାପୁଟ: ବିକାଶ ପଥେ କୋରାପୁଟ ଜିଲ୍ଲା । ଚାଲିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସମସ୍ତ ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗସ୍ତର ଦ୍ଵିତୀୟ ଦିନରେ ଆଜି ଦେଓମାଳି, କୋଟିଆ ଯାଇ ବିଭିନ୍ନ ଉନ୍ନୟନ…

ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ, ରାଜ୍ୟ ସଭାପତି ହେଲେ ମିଲନ କାନୁନଗୋ

ଭୁବନେଶ୍ୱର: ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଲିଗାଲ ଫ୍ରଣ୍ଟ ଗଠିତ ହୋଇଛି । ବିଜେଡି ଆଇନ ସାମ୍ମୁଖ୍ୟ ରାଜ୍ୟ ସଭାପତି ହୋଇଛନ୍ତି ମିଲନ କାନୁନଗୋ । ସେହିପରି ଶୁଭ୍ରାଂଶୁ ଶେଖର ମହାନ୍ତି ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ମନୋଜ…

ମାଲକାନଗିରି ଓ କଳାହାଣ୍ଡି ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରି ବିମାନ ବନ୍ଦର ନିର୍ମାଣ କାମର କଲେ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସାଥିରେ ଅଛନ୍ତି ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀ । ହେଲିକେପ୍ଟର ଯୋଗେ ଏମଭି-୩ ବିଏସଏଫ କ୍ୟାମ୍ପଠାରେ ପହଞ୍ଚିବା ପରେ ସେଠାରୁ ସିଧା ଯାଇଥିଲେ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହେଉଥିବା…

ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା, ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ…

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା । ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ । ଷ୍ଟାଣ୍ଡିଂ କମିଟି ଭୋଟ ଗଣତି ବେଳେ ଏକ ଭୋଟକୁ ମେୟର ଶେଲୀ ଓବରୟ ରଦ୍ଦ କରିବାକୁ ନେଇ ଉପୁଜିଥିଲା ଅଚଳାବସ୍ଥା । ଏହାକୁ ନେଇ ଉଭୟ ଆପ୍ ଓ ବିଜେପି…

ସାପ ଧରିବା କୌଶଳ ଶିଖିବାକୁ ସାତଦରିଆ ପାର, ୟୁଟ୍ୟୁବ ଦେଖି ଲଣ୍ଡନରୁ ଭଦ୍ରକ ଆସିଲେ ବିଦେଶୀ ଦମ୍ପତି

ଭଦ୍ରକ: ସାପ ଧରିବା ଶିଖିବାକୁ ସାତଦରିଆ ପାର । ସ୍ନେକ ରେସ୍କ୍ୟୁ ଟ୍ରେନିଂ ପାଇଁ ବିଟ୍ରେନରୁ ଭଦ୍ରକ ଯାତ୍ରା । ୟୁଟ୍ୟୁବରେ ଭଦ୍ରକର ଜଣେ ଯୁବକଙ୍କ ସାପଧରା କୌଶଳ ଦେଖି ଓଡ଼ିଶା ଆସି ଟ୍ରେନିଂ ନେଇଛନ୍ତି ଲଣ୍ଡନର ଦମ୍ପତି ପୁଲ୍ ଓ ସାରା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳରେ ମିର୍ଜା…

ଚର୍ଚ୍ଚାରେ ଲକ୍ଷ୍ମୀପୁର ବିଡ଼ିଓ, ଦୁର୍ଗମ ଅଞ୍ଚଳରେ ଚାଲି ଚାଲି ଯାଇ ବୁଝୁଛନ୍ତି ଲୋକଙ୍କ ସମସ୍ୟା

କୋରାପୁଟ ଜିଲ୍ଲା କହିଲେ ବନପାହାଡ଼ ଘେରା ଦୁର୍ଗମ ଅଞ୍ଚଳ। ସେହି ଜିଲ୍ଲାର ଏକ ବ୍ଲକ ହେଉଛି ଲକ୍ଷ୍ମୀପୁର, ଯେଉଁ ବ୍ଲକଟି ହେଉଛି ଦୁର୍ଗମ ଅଞ୍ଚଳ ଭରା ବ୍ଲକ। ଏହି ସ୍ଥାନକୁ ଯିବା ପାଇଁ ଏତେ ସୁବିଧା ମଧ୍ୟ ନାହିଁ। ଅନେକ ଲୋକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କିନ୍ତୁ ଏପରି ବ୍ଲକର ଦୁର୍ଗମ…

ନବ ଦାସ ହତ୍ୟାକାଣ୍ଡ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି ବିଜେପି: ବିଜେଡି

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି । ପ୍ରଥମେ ବ୍ୟବସାୟିକ ଶତ୍ରୁତା କହି ଏହା ପଛରେ ଦୁଇ ଜଣ ବିଜେଡି ନେତାଙ୍କ ହାତ ରହିଛି ବୋଲି ଅଭିଯୋଗ କରିଥିଲା । ପ୍ରତିଦିନ ଏମିତି କହି କହି ୭/୮ ଜଣ ନେତାଙ୍କ ନାଁ ନେଇ ସାରିଲାଣି ବିଜେପି । ଏବେ ଜଣେ…

ଗୋଟିଏ ନିଷ୍ପତ୍ତି ଉପରେ ନିର୍ଭର କରେ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର, ଧର୍ମ ସଙ୍କଟରେ କୋଚ୍‌ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ·ରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ତୃତୀୟ ମୁକାବିଲା ମାର୍ଚ୍ଚ ୧ରୁ ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଅଧିକ ଗୁରୁତ୍ୱ ଭାରତ ପାଇଁ ରହିଛି । ଏହି ମୁକାବିଲା ଜିତି ଭାରତ…

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା, ପରିବାରକୁ ୪ ଲକ୍ଷର ଚେକ ପ୍ରଦାନ କଲେ ଡ଼ିଆଇଜି

ନବରଙ୍ଗପୁର,୨୫ା୨(ଡିକେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପୋଲିସ ଥାନା ପରିସରରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଓ ନବରଙ୍ଗପୁର ଏସପି ଏସ ଶୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାଇଘର ହାତୀଗାଁରେ ଘଟିଥିବା ହତ୍ୟା ଘଟଣା ବିଷୟରେ ସୂଚନା ଦେଇଥିଲେ । ସୂଚନାଥାଉକି ଗତ ୨୩ ତାରିଖ…

ବସ୍ତିମୁକ୍ତ ସହର ହେବ ଓଡ଼ଗାଁ ଏନ୍‌ଏସି

ଓଡ଼ଗାଁ : ଓଡ଼ଗାଁ ଏନଏସି ବସ୍ତିମୁକ୍ତ ସହର ହେବ । ସହରରେ ଥିବା ଜାରିଙ୍ଗି ବସ୍ତିକୁ ଜାଗା ମିଶନରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ । ଏହାକୁ ଆଧାର କରି ଏନଏସି ପ୍ରଶାସନ ରୂପାନ୍ତରଣ କାର୍ଯ୍ୟକୁ ଜୋରଦାର କରିଛି । ମୁଖ୍ୟତଃ ବସ୍ତିଗୁଡ଼ିକୁ…