ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ? ଜାଣନ୍ତୁ..

ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  ।  ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  । ଗଣଶିକ୍ଷା ବିଭାଗ ପାଇଁ…

ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାରୁ ପୋଲିସ ଉପରକୁ ମାଫିଆଙ୍କ ଆକ୍ରମଣ

ଆଠଗଡ଼: ପୋଲିସକୁ ଗୋରୁ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ତିଗିରିଆ ଥାନା ଗୋପୀନାଥପୁର ଶାସନ ଛକରେ ଘଟିଛି ଘଟଣା । ଗତ ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଗୋରୁ ଚୋରା ଚାଲାଣ କରୁଥିବା ମାଫିଆ ମାନେ ପୋଲିସ…

ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର: ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ । ଦିନ ଯେତେ ଶୀଘ୍ର ତାତୁଛି ରାତି ସେତେ ଶୀଘ୍ର ଥଣ୍ଡା ହେଉଛି । ରାଜ୍ୟରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଦିନ ତମାମ…

ସରକାରୀ ବିଶ୍ୱ ବିଦ୍ୟାଳୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ

ଭୁବନେଶ୍ୱର: ସରକାରୀ ବିଶ୍ବ ବିଦ୍ୟାଳୟରେ ଆର୍ଟିଫିସିଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ । ଉଚ୍ଚ ଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛି IIT ଭୁବନେଶ୍ବର । ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ମାଧ୍ୟମରେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ…

ମଧ୍ୟପ୍ରଦେଶର ସିଧିରେ ଭୟଙ୍କର ସଡ଼କ ଦୁର୍ଘଟଣା: ୩ଟି ବସକୁ ଧକ୍କା ଦେଲା ଟ୍ରକ୍, ୧୪ ମୃତ

ଭୋପାଳ: ମଧ୍ୟପ୍ରଦେଶର ସିଧିରେ ଚୁରହଟ-ରିବା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ହୋଇଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୫୦ ଜଣ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରୁ ୮ ଜଣ…

କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର: ଭୁବନେଶ୍ବର କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ । ଚନ୍ଦ୍ରଶେଖରପୁର ଡମଣାସ୍ଥିତ କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ମୃତଦେହ ଜବତ ହୋଇଛି । ଏକ ଆପାର୍ଟମେଣ୍ଟ ପଛପାଖେ ଥିବା ପାଇଖାନାରେ ଲୁହା ଶିକୁଳିରେ ମୃତଦେହ ଝୁଲୁଥିଲା । ମୃତକ ହେଲେ ଡମଣାର ଝିଲି…

ଆମେରିକାକୁ ଇରାନର ଧମକ; ଟ୍ରମ୍ପଙ୍କୁ ମାରିବାକୁ କ୍ରୁଜ ମିସାଇଲ ପ୍ରସ୍ତୁତ ହୋଇଛି

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବାକୁ ଯୋଜନା କରୁଛି ଇରାନ । ଇରାନର ଟପ୍ କମାଣ୍ଡର ଟିଭି ସାକ୍ଷାତକାରରେ ଖୁଲମଖୁଲା ଆମେରିକାକୁ ଧମକ ଦେଇଛନ୍ତି । ଧମକ ଦେଇ କମାଣ୍ଡର କହିଛନ୍ତି ଯେ, ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବା…

ହଜାରେ କୋଟି ଅତିକ୍ରମ କଲା ‘ପଠାନ’

ମୁମ୍ବ ।ଇ, : ବଲିଉଡର ବାଦଶାହ ଶାହାରୁଖ ଖାନ୍‌ । ତାଙ୍କର ଦମ୍‌ଦାର ଅଭିନୟ ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରନ୍ତି । ୪ବର୍ଷ ପରେ ବଡ ପରଦାକୁ କମବ୍ୟାକ୍‌ କରିଛନ୍ତି କିଙ୍ଗ ଖାନ୍‌ । ତାହା ପୁଣି ପଠାନ୍‌ ଜରିଆରେ । ଏହି ଚଳଚ୍ଚିତ୍ରଟି କେବଳ ଦେଶରେ ନୁହେଁ ପୁରା ଦୁନିଆରେ ରେକର୍ଡ ଭାଙ୍ଗିଛି ।…

ଭାରତ ବିପକ୍ଷ ଦିନିକିଆ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡ୍‌, ଫେରିଲେ ମ୍ୟାକ୍ସୱେଲ ଓ ମିଚେଲ ମାର୍ଶ

ନୂଆଦିଲ୍ଲୀ : ଭାରତ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି । ଆହତ ସମସ୍ୟା ଯୋଗୁ ଦୀର୍ଘ ଦିନ ହେଲା ଅଷ୍ଟ୍ରେଲିଆ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଥିବା ଦୁଇ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଓ ମିଚେଲ ମାର୍ଶ କମବ୍ୟାକ କରିଛନ୍ତି ।…

କାଳିଆ ଯୋଜନାରେ ୫୯ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ

ଭୁବନେଶ୍ୱର : କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ·ଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ  ଥିବାବେଳେ ୧୮,୬୯,୫୨୯ଜଣ ଭୂମିହୀନ ·ଷୀ ରହିଛନ୍ତି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ…