ଗାଡି ଚାଳକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ଲୁଟୁଛି ଜାତୀୟ ରାଜପଥ ପ୍ରାଧିକରଣ
ବେଆଇନ ଭାବେ ପ୍ରତିଦିନ ଆଦାୟ ହେଉଛି ଲକ୍ଷାଧିକ ଟଙ୍କା
ପୁରୀ: ଏହା ହେଉଛି ପୁରୀ ଭୁବନେଶ୍ୱରର ୩୧୬ ନଂ ଜାତୀୟ ରାଜପଥର ପିପିଲି ନିକଟରେ ଥିବା ଟୋଲଗେଟ୍ । ଗତ ୨୦୧୫ ମସିହା ଜୁଲାଇ ୭ ତାରିଖରେ ଏହି ଟୋଲ ପ୍ଲାଜାର ଶୁଭାରମ୍ଭ ହୋଇଥିଲା । ମାତ୍ର ୨୦୧୫ ଅକ୍ଟୋବର ୧୮ ତାରିଖରୁ ଏଠାରେ ଫି ଆଦାୟ…