ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ଖାସ୍ କରି ଭାରତୀୟ ନୌସେନା ପାଇଁ ବିକଶିତ ହୋଇଥିବା ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଆଜି(ମଙ୍ଗଳବାର)ଏକ ପରୀକ୍ଷଣ ସଫଳତା ପୂର୍ବକ ସଂପନ୍ନ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ବଙ୍ଗୋପସାଗରରେ ମଧ୍ୟରେ ଏକ ଯୁଦ୍ଧ ଜାହାଜ ଆଇଏନ୍ଏସ୍…