ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ଯୋଜନା କରୁଛି ଚୀନ୍

ଚୀନ୍ ବ୍ରହ୍ମପୁତ୍ର ନଦୀର ତିବ୍ଦତର ଏକ ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛି । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ () ସହିତ ଭାରତ ସହିତ ସୀମା ଟେନସନ ମଧ୍ୟରେ ଚୀନ୍ ବ୍ରହ୍ମପୁତ୍ର ନଦୀର ତିବ୍ଦତର ଏକ ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପ…

ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ

କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ କୋଣାର୍କ: ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ। ଚଳିତ ବର୍ଷ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ୨୦୨୦ ଆୟୋଜିତ ହେବ। ଏଥିପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ…

ରାଜ୍ୟରେ ଆଉ ୫ ଜଣଙ୍କର କରୋନା ମୃତ୍ୟୁ

ଭୁବନେଶ୍ବର ୩୦।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ରାଜ୍ୟରେ ଆଉ ୪୧୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୭୨୫ରେ ପହଞ୍ଚିଛି । ଏନେଇ ରାଜ୍ୟ…

ରାଜସ୍ଥାନ ବିଜେପି ବିଧାୟକ କିରଣ ମହେଶ୍ୱରୀଙ୍କ କରୋନାରେ ଦେହାନ୍ତ ହୋଇଛି

ରାଜସ୍ଥାନ: ରାଜସ୍ଥାନର ରାଜସମନ୍ଦ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କର ରବିବାର ରାତିରେ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ସେ କରୋନାଭାରସ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଏ ମାସ ପ୍ରାରମ୍ଭରେ ପରୀକ୍ଷାରୁ ଜଣାପଡ଼ିଥିଲା।…

ଛତିଶଗଡ: ମାଓବାଦୀ IED ବିସ୍ଫୋରଣରେ କୋବ୍ରା ଅଧିକାରୀ ଶହୀଦ, 9 କମାଣ୍ଡୋ ଆହତ ହୋଇଛନ୍ତି

ରାୟପୁର: ଶନିବାର ବିଳମ୍ବିତ ରାତିରେ ସୁକମାର ଶାନ୍ତ ଚିଣ୍ଟାଗୁଫା ଅଞ୍ଚଳରେ ମାଓବାଦୀ ଆଇଡି ବିସ୍ଫୋରଣରେ CRPFs ଅଭିଜିତ କୋବ୍ରା ୟୁନିଟ୍ର ଜଣେ ସଜ୍ଜିତ ଅଧିକାରୀ ସହିଦ ହୋଇଥିଲେ ଏବଂ ଅନ୍ୟ 9 ଜଣ କମାଣ୍ଡୋ ଗୁରୁତର ଆହତ ହୋଇଥିଲେ। ନିହତ ଅଧିକାରୀ, ସହକାରୀ କମାଣ୍ଡାଣ୍ଟ ନିତିନ ଭାଲେରାଓ…

୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା

ଅବୁଜା: ନାଇଜେରିଆରେ ଘଟିଛି ବଡ଼ ନରସଂହାର । ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା ୪୩ ଜଣ ଶ୍ରମିକଙ୍କୁ ର୍ନିମମ ହତ୍ୟା କରିଛନ୍ତି । ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା…

ଚାଷୀଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ରାଜଧାନୀରେ ଚାଷୀଙ୍କୁ ଆନ୍ଦୋଳନ ଅନୁମତି ମଧ୍ୟ ଦେଇଛନ୍ତି ସରକାର । ହେଲେ ସରକାର ଯେଉଁଠି ସେମାନଙ୍କୁ ଆନ୍ଦୋଳନ ଲାଗି ସ୍ଥାନ ଚିହ୍ନିତ କରିଛନ୍ତି ଚାଷୀ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି । ଓଲଟି ସେମାନେ ଚାହୁଁଥିବା ସ୍ଥାନକୁ ଅନ୍ୟ ଚାଷୀଙ୍କୁ ଡକାଉଛନ୍ତି । କେନ୍ଦ୍ର…

‘ଚାଷୀମାନେ ଦେଶର ଶତ୍ରୁ ନୁହଁନ୍ତି’

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀମାନେ ସିନ୍ଧୁ ସୀମାରେ ଧାରଣା ଜାରି ରଖିଛନ୍ତି । ସରକାର ସେମାନଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ଯାହାକୁ କି ଚାଷୀ ସଂଗଠନ ଗୁଡିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଚାଷୀ ସଂଗଠନଗୁଡିକ ଗୃହମନ୍ତ୍ରୀ ଅମିତ ଶାହାଙ୍କ…