ବିିଧାନସଭା ଆଗରେ ଉତ୍ତେଜନା: ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ୍

ଭୁବନେଶ୍ୱର: ଶୁକ୍ରବାର ପୁଣି ବିଧାନସଭା ଗେଟ୍ ସମ୍ମୁଖରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ୧୦ରୁ ୧୫ ଜଣ ଯୁବକ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବାଇକରେ ଏଜି ଛକରୁ ଆସି ବିଧାନସଭା ଭିତରକୁ ପଶି ଆସୁଥିବା ବେଳେ ଯୁବକଙ୍କୁ ଅଟକାଇଥିଲା ପୋଲିସ। ଏହା ପରେ ସେମାନଙ୍କୁ ଜୋର…

କଟକ: ବିଭିନ୍ନ ସ୍ଥାନରେ ପୋଲିସ୍‌ର ଚଢ଼ଉ

କଟକ: ନକଲି ଦ୍ରବ୍ୟ ପ୍ରସ୍ତୁତି କାରୀଙ୍କ ଭୂସ୍ଵର୍ଗ ପାଲଟିଛି କଟକ ଜିଲ୍ଲା। ବମ୍ଫକୁଦ, ଜଗତପୁର, ରାଣୀହଟ, ମାଲ ଗୋଦାମ ପ୍ରଭୃତି ଅଞ୍ଚଳରୁ ନକଲି ତେଲ, ମସଲା , ଟମାଟୋ ସସ୍, ଚିଲି ସସ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ନଡ଼ିଆ ତେଲ ଓ ନକଲି ଜର୍ଦ୍ଦା ପରେ ଏବେ କଟକ ସଦର ଥାନା ଅଧିନ ଗବବସ୍ତ ନିକଟ…

ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହେଲେ କଙ୍ଗନା

ମୁମ୍ବାଇ: ଜାଲରେ ଫସିଲେ ବଲିଉଡର କୁଇନ କଙ୍ଗନା ରଣାୱତ । ଅଭିନେତ ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା । ରିପୋର୍ଟ ମୁତାବକ, କଙ୍ଗନା ତାଙ୍କ ଅପକମିଂ ପ୍ରୋଜେକ୍ଟକୁ ନେଇ ପ୍ରତିଦିନ ମୁମ୍ବାଇଠାରୁ ଦୂରରେ ରହୁଛନ୍ତି । ଫିଲ୍ମ ‘ଥଲାଇଭି’ର ଶୁଟିଂ ଏବଂ ‘ଧାକଡ’ର…

ଗୁଜରାଟର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୫ ମୃତ : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ଗୁଜରାଟର ରାଜକୋଟରେ ଶୁକ୍ରବାର ଭୋର ସମୟରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ରୋଗୀ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନେକ କେତେକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

ମାଲକାନଗିରିରେ ଶୀର୍ଷ ମାଓବାଦୀ କମାଣ୍ଡର ଗିରଫ

ମାଲକାନଗିରି:ଗୁରୁବାର ଦିନ ଏକ ଏନକାଉଣ୍ଟରରେ ଜଣେ ମାଓବାଦୀ କ୍ୟାଡରଙ୍କୁ ସୁରକ୍ଷା କର୍ମୀମାନେ ଗୁଳି କରି ହତ୍ୟା କରିବାର ଗୋଟିଏ ଦିନ ପରେ ଶୁକ୍ରବାର ଦିନ ସର୍ଚ୍ଚ ଅପରେସନ ବେଳେ ଘନ ଜନ୍ତ୍ରି ଜଙ୍ଗଲରୁ ଜଣେ ବରିଷ୍ଠ ମାଓବାଦୀ କମାଣ୍ଡରଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଶୀର୍ଷ ମାନ୍ୟତା…

ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ରାହତ

ମୁମ୍ୱାଇ:ଗତ ସେପ୍ଟେମ୍ବରରେ ବାନ୍ଦ୍ରାସ୍ଥିତ ତାଙ୍କ ସମ୍ପତ୍ତି ଉପରେ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ଚ୍ୟାଲେଞ୍ଜ୍ ହୋଇଥିବା କାର୍ଯ୍ୟକଳାପରେ ବମ୍ବେ ହାଇକୋର୍ଟ ଶୁକ୍ରବାର ଦିନ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଆରାମ ପ୍ରଦାନ କରିଛନ୍ତି। ହାଇକୋର୍ଟ କହିଛନ୍ତି,…

ପରୀ ହତ୍ୟା ମାମଲାର ହେବ SIT ତଦନ୍ତ

ଭୁବନେଶ୍ୱର : ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ଏହି ଘୋଷଣା କରିଛନ୍ତି । ତେବେ ଏସଆଇଟି ତଦନ୍ତ…

ରାଜ୍ୟରେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୫୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍‌ ଜିଣି ବ୍ୟାଟିଂ‌ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି

ସିଡ୍‌ନି: ଆଜି ‘ଏସ୍‌ସିଜି ଗ୍ରାଉଣ୍ଡ୍‌’ରେ ଆରମ୍ଭ ହୋଇଥିବା ପ୍ରଥମ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ‌ କରିବାକୁ ନିଷ୍ପତ୍ତି ନେଇଛି। ଟସ୍‌ ପକାଇବାକୁ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍‌ ଆରୋନ ଫିଞ୍ଚ୍‌, ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି ଏବଂ…

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ

ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ। ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ବେଶ ସମ୍ପନ୍ନ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଶେଷ ହେଲା…