Sign in
Sign in
Recover your password.
A password will be e-mailed to you.
Author
dumani TV 5767 posts 0 comments
ପୋଲିସ, ରାଜସ୍ୱ, ବନ ଓ ଅବକାରୀ ବିଭାଗର ମିଳିତ ଚଢାଉ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ କାରବାରକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ…
ଠିକାଦାରଙ୍କ ବିରୁଦ୍ଧରେ ପାରସାଳିରେ ମାଓ ପୋଷ୍ଟର
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ପାରସାଲି ପଞ୍ଚାୟତର ପାରସାଲି ଡ଼ି କେଡିଏ କାର୍ଯ୍ୟଳୟ ସମୁଖ ରେ ଠିକାଦାର ଙ୍କ ବିରୁଦ୍ଧରେ ମାଓବାଦୀ ଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ରେ ଉଲେଖ କରାଯାଇଛି ଯେ ପାରସାଲି ଠାରୁ ଡେଙ୍ଗିନେଲି ରାସ୍ତା କାମ…
ବାଘ ଛାଲ ଜବତ
ବରଗଡ଼ : ପୁଣି ବରଗଡ଼ରୁ କଲରାପତରିଆ ବାଘର ଛାଲ ଜବତ ହୋଇଛି । ବାଘ ଛାଲ ସହ ବାଘର ନଖ, ଦାନ୍ତ ଜବତ କରିଛି STF । ବରଗଡ଼ ଜିଲ୍ଲା ଭଟଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଠାରେ ବାଘ ଛାଲ, ନଖ ଦାନ୍ତ ଆଦି ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି STF । ଓ୍ବାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ…
ରାଜ୍ୟରେ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର ୨୫।୧୧: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଏନ ଆର ଜି ଏସ କାମରେ ମେସିନ ବ୍ୟବହୃତ
ମାଲକାନଗିରି: ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ବେଆଇନ ଭାବେ ମାଟି କାଟୁଥିଲେ ଠିକାଦାର, ଏନଆରଜିଏସ ରାସ୍ତା କାମରେ ବ୍ୟବହାର କରୁଥିଲେ ମୋରୁମ ମାଟି, ସବୁ ଜାଣିଶୁଣି କିନ୍ତୁ ନିରବ ଥିଲା ବ୍ଲକ ପ୍ରଶାସନ। ଖବର ପାଇ ଚଢ଼ାଉ କଲେ ବାଲିମେଳା ରାଜସ୍ବ ନିରୀକ୍ଷକ, ଜବତ କଲେ ଗୋଟିଏ ଜେସିବି ଏବଂ ୪…