ରାଜ୍ୟ ସରକାରଙ୍କ ଅନଲକ୍-୬ର ଗାଇଡଲାଇନ୍
ଭୁବନେଶ୍ବର: ରାଜ୍ୟ ସରକାର ନଭେମ୍ବର ମାସ ଲାଗି ଆଜି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ୍ ୬ର ଗାଇଡଲାଇନ୍ ଅନୁଯାୟୀ ନଭେମ୍ବର ୧୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। କେବଳ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ। ଏହାଛଡ଼ା ରାଜ୍ୟର!-->…