ଭାରତ ସୀମାକୁ ପ୍ରବେଶପୂର୍ବରୁ ଚୀନରୁ ଉଡିଥିଲା ପାକ ଡ୍ରୋନ
ଚଣ୍ଡିଗଡ଼ : ଗତବର୍ଷ ଡିସେମ୍ବର ମାସରେ ପାକିସ୍ତାନ ପଟରୁ ଆସିଥିବା ଯେଉଁ ଡ୍ରୋନକୁ ବିଏସଏଫ ଯବାନମାନେ ମାରି ଖସେଇ ଦେଇଥିଲେ, ତାହା ଭାରତ ସୀମାକୁ ଆସିବା ପୂର୍ବରୁ ଚୀନ୍ରୁ ଉଡିଥିଲା । ଏହା ଛଡା ଡ୍ରୋନକୁ ପାକିସ୍ତାନର ଭିନ୍ନ ଭିନ୍ନ ୨୮ଟି ସ୍ଥାନରେ ମଧ୍ୟ ବ୍ୟବହାର କରାଯାଇଥିଲା । ଫରେନସିକ୍…