Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ
କୋରାପୁଟ, : କୋରାପୁଟ ସଦରମହକୁମା ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ୨ ମହିଳାଙ୍କ ସମେତ ୫ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ । ରମେଶ ତ୍ରିପାଠୀ ସରକାରୀ ଚାକିରୀ ରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଥିଲେ…
ଏମ୍ସ ଭୁବନେଶ୍ୱରରେ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍’ର ଶୁଭାରମ୍ଭ
ଭୁବନେଶ୍ୱର, : ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ୱାନୟ ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ । ଏହାକୁ ଦୃଷ୍ଟିରେ…
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି’ ସାରା ରାଜ୍ୟରୁ ଯୋଗଦେବେ ୨ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ
ଭୁବନେଶ୍ୱର, : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ସୁରଭି' । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ମହୋତ୍ସବରେ ବ୍ଲକ୍ ଓ…
ଫ୍ଲିପ୍କାର୍ଟ ଅଫିସରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ବାକ୍ସ
କଟକ, : ମାତିଛନ୍ତି ଲୁଟେରା । ପୁଣି ବନ୍ଧୁକ ମୁନରେ ଆଠଗଡ଼ ଅଞ୍ଚଳରୁ ହୋଇଛି ଲୁଟ୍ । ଆଠଗଡ଼ ଥାନା ଅଶୋକ ନଗରର ସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ପଶି ବନ୍ଧୁକ ଦେଖାଇ ଟଙ୍କା ବାକ୍ସ ଲୁଟ୍ କରିଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ଅଶୋକନଗର ସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ସୋମବାର…
ଦୀପାବଳିରେ ଅଘଟଣ କ୍ୟାପିଟାଲ୍ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା
ଭୁବନେଶ୍ୱର, : ରାଜଧାନୀରେ ବାଣଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି । ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆହତ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ସେଥିମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କଠାରୁ…
ଅଭିନେତ୍ରୀ ମୌସୁମୀ ନାୟକ ଗିରଫ
ଭୁବନେଶ୍ୱର, : ଶେଷରେ ବନ୍ଧାହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଟଙ୍କା ମାଗିବା ସହ ଗାଳିଗୁଲଜ ଅଭିଯୋଗରେ ବାନ୍ଧିଛି ପୋଲିସ । ଜଣେ ଲେଖିକାଙ୍କୁ ଜବରଦସ୍ତ ମାଗିଥିଲେ ଟଙ୍କା । ଏହି ଅଭିଯୋଗରେ ବାନ୍ଧିଛି ଇନ୍ଫୋସିଟି ଥାନା ପୋଲିସ୍ । ସୂଚନା ଥାଉକି, ଚରମ ରୂପ ନେଇଛି ଅଭିନେତ୍ରୀ ଏବଂ ଲେଖିକା…
ପାର୍ବଣରେ ଦରବୃଦ୍ଧିରୁ ଆଶ୍ୱସ୍ତି; ଅକ୍ଟୋବରରେ ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ
ନୂଆଦିଲ୍ଲୀ: ଅକ୍ଟୋବରରେ ତଳମୁହାଁ ରହିଲା ଖୁଚୁରା ମୁଦ୍ରାସ୍ଫୀତି । ୨୦୨୩ ଜୁଲାଇ ପରେ ଲଗାତାର ତୃତୀୟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି । ଖାଦ୍ୟ ସାମଗ୍ରୀ ଦାମ୍ରେ ହ୍ରାସ ଯୋଗୁଁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତକୁ ଖସିଛି । ଯାହା…
ଆଣବିକ ଅସ୍ତ୍ରଶସ୍ତ୍ରର ରେଞ୍ଜ ବୃଦ୍ଧି; ଚୀନକୁ ଭାରତର କଡ଼ା ଜବାବ
ନୂଆଦିଲ୍ଲୀ: ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତି କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଅଟେ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ୯ ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି । ଗତ ବର୍ଷ, ୨୦୨୨ ସୁଦ୍ଧା, ଭାରତ ପାଖରେ ୧୬୦ ପରମାଣୁ ଅସ୍ତ୍ର ଥିଲା । ଭାରତ ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ…
ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି
ଶିମଲା: ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ସାରା ଦେଶବାସୀ ଆଲୋକର ପର୍ବ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ଏବଂ ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ମଧ୍ୟ ଦେଇଥିଲେ…
୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ଅର୍ଥନୀତ
ମୁମ୍ବାଇ: ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ । ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି । ଏହି ରିପୋର୍ଟରେ ଭାରତର ନାମମାତ୍ର ଜିଡିପି…