Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଜାପାନର ମୁନ୍ ମିଶନ, ଚନ୍ଦ୍ରକୁ ପଠାଇଲା ଯାନ
ଜାପାନର ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । ଗୁରୁବାର ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଜାପାନ ଜାତୀୟ ମହାକାଶ…
ଚନ୍ଦ୍ରରେ ଭାରତର ଅବତରଣ ସହ ୧୩ କମ୍ପାନୀଙ୍କର ହୋଇଛି ୨୦ ହଜାର କୋଟିର ଆୟ, ଜାଣନ୍ତୁ କିପରି?
ମୁମ୍ବାଇ : ଭାରତ ଚନ୍ଦ୍ରରେ ପାଦ ଥାପି ଇତିହାସ ରଚିଛି। ଏହି ସଫଳତା କେବଳ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କର ନୁହେଁ ବରଂ ସେହି କମ୍ପାନୀମାନଙ୍କର ଯେଉଁମାନେ ଚନ୍ଦ୍ରଯାନ-୩ର ନିର୍ମାଣରେ ସେମାନଙ୍କର ଯୋଗଦାନ ଦେଇଥିଲେ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି…
ପୁଣି ଆଦାନିଙ୍କ ଅଡ଼ୁଆ ବଢ଼ିବ; ଅଡିଟର ଭୂମିକାରୁ ଓହରିବ ଡେଲଏଟ୍
ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରି ୨୪ରେ ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଶିଳ୍ପପତି ଗୌତମ ଆଦାନି ନିୟମିତ ବ୍ୟବଧାନରେ ସମସ୍ୟା ସାମ୍ନା କରୁଛନ୍ତି। ହିଣ୍ଡେନ୍ବର୍ଗ ରିପୋର୍ଟର ପ୍ରଭାବ କମ୍ ହୋଇଆସୁଥିବା ବେଳେ ଆଦାନିଙ୍କ ପ୍ରତି ଆଉ ଏକ ବିପଦ ମାଡ଼ି ଆସୁଛି।…
ଓଡ଼ିଶାରେ ହେବ ୨ଟି ପାୱାର ପ୍ଲାଣ୍ଟ୍: ତଲାବିରା ପ୍ଲାଣ୍ଟ୍ର ବିଜୁଳି ଯିବ ତାମିଲନାଡୁ, କେରଳ
ନୂଆଦିଲ୍ଲୀ: ଓଡ଼ିଶାରେ ସ୍ଥାପନ ହେବାକୁ ଯାଉଛି ଦୁଇଟି ନୂଆ ଥର୍ମାଲ୍ ପାୱାର ପ୍ଲାଣ୍ଟ୍। ଏନ୍ଏଲ୍ସି ଇଣ୍ଡିଆ ଓ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ପକ୍ଷରୁୁ ଏହି ଦୁଇ କାରଖାନା ସ୍ଥାପନ କରାଯିବ। ଏନ୍ଏଲ୍ସି ଇଣ୍ଡିଆ ଓଡ଼ିଶାର ତଲାବିରାରେ ଏକ ୨୪୦୦ ମେଗାୱାଟ୍ର ପାୱାର ପ୍ଲାଣ୍ଟ୍…
ଆଇନଜୀବି ଅରୁଣ ଶଙ୍କର ମିଶ୍ରଙ୍କ ଦେହାନ୍ତରେ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ : ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ଅରୁଣ ଶଙ୍କର ମିଶ୍ରଙ୍କ ବିୟୋଗ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଜଣେ ଆଇନଜୀବୀ ଭାବରେ ସେ ସମାଜ କାର୍ଯ୍ୟରେ ଜଡ଼ିତ ଥିଲେ । ତାଳଚେରର ବିଭିନ୍ନ ସମସ୍ୟା ନେଇ ନିର୍ଭିକ ଭାବେ…
ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର
ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୫.୨୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୩୩ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟରେ ୬୬ ହଜାର…
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା
କଟକ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଫେବ୍ରୁୟାରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମାଟ୍ରିକ୍ ପରୀକ୍ଷା ପାଇଁ ଅକ୍ଟୋବର ମାସରୁ ଫର୍ମ ଫିଲଅପ୍…
ନନ୍ଦାହାଣ୍ଡି ହାଇସ୍କୁଲ ପରିସରରେ ତିନୋଟି ଭାଲୁ
ସ୍କୁଲ ପରିସରରେ ଭାଲୁ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ତିନୋଟି ଭାଲୁ । ମା ସହିତ ଦୁଇଟି ଛୁଆ ରହିଛନ୍ତି। ସ୍କୁଲର ଦୁଇ ପାଇଖାନା ମଝି ରେ ରହିଛନ୍ତି ଭାଲୁ । ଭୟ ରେ ସ୍କୁଲ ଛାତ୍ର ଛାତ୍ରୀ । ସ୍କୁଲ ରେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା…
ଖୁବ୍ଶୀଘ୍ର ଭୁବନେଶ୍ୱର-କଟକ ମେଟ୍ରୋ ! ଚାଲିଛି ୩୦ ଫୁଟ୍ ତଳୁ ମାଟି ପରୀକ୍ଷା
ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ ଲାଗି ମାଟି ପରୀକ୍ଷଣ ଚାଲିଛି । ୩୦ ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ସଂସ୍ଥା 'ଜିଓ ଟେକ୍ନିକାଲ ଇନ୍ଭେଷ୍ଟିଗେସନ' ଆରମ୍ଭ କରିଛି । ପ୍ରାଥମିକ…
ଫାଇନାଲରେ ଭାରତକୁ ହରାଇ ଦ୍ୱିତୀୟଥର ପାଇଁ ଟାଇଟଲ୍ ଜିତିଲା ପାକିସ୍ତାନ
ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ୍ ଜିତିବାର ଭାରତ-ଏ ର ସ୍ୱପ୍ନ ଭାଙ୍ଗିଯାଇଛି । ଭାରତୀୟ ଟିମକୁ ଫାଇନାଲରେ ପାକିସ୍ତାନ-ଏଠୁ ୧୨୮ ରନରେ ପରାଜୟ ମିଳିଛି । ଲଗାତାର ଦ୍ୱିତୀୟଥର ପାଇଁ ପାକିସ୍ତାନ ଟାଇଟଲ୍ ଜିତିବାରେ ସଫଳ ହୋଇଛି । ପାକିସ୍ତାନ କଲମ୍ବୋରେ ଖେଳାଯାଇଥିବା ଫାଇନାଲରେ ୩୫୩ ରନର ବିଶାଳ…