Browsing Category

ନ୍ୟୁଜ୍ ବୁଲେଟିନ୍

ଚିଲିକା ଓ ମା କାଳିଜାଈ

ପୁରୀ, ୧୮ ଡିସେମ୍ବର - ଉତ୍କଳ କମଳ ବିଳାସ ଦୀର୍ଘିକା -ମରାଳ ମାଳିନୀ ନିଳାମ୍ବୁ ଚିଲିକା । ଏସିଆ ମହାଦେଶର ବୃହତମ ହ୍ରଦ ଭାବେ ଚିଲିକା ପରିଚିତ । ଚିଲିକା ମଧ୍ୟରେ ମକର ପର୍ବତରେ ବିଜେ କରିଛନ୍ତି ମା କାଳିଜାଈ । ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ମା’ଙ୍କ ମହିମା ଅପରୂପ ଚିଲିକା…

ରାସ୍ତା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

ପୁରୀ, ୧୬ ଡ଼ିସେମ୍ବର - ଏକ ରାସ୍ତା ଦୁର୍ଘଟଣାରେ ଅବକାରୀ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ପର୍ଶୁରାମ ମହାନ୍ତିଙ୍କ ବିଧବା ପତ୍ନୀ ସନ୍ଜୁକ୍ତା ମହାନ୍ତିଙ୍କୁ ୨୧ ଲକ୍ଷ ୯୮ ହଜାର ୨୦ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ…

ମହିଳା ଭିକ୍ଷୁକଙ୍କ ବଦାନ୍ୟତା , ମନ୍ଦିର ପାଣ୍ଠିକୁ ଦାନ କଲେ ଏକ ଲକ୍ଷ ଟଙ୍କା

କନ୍ଧମାଳ, ୧୬ ଡିସେମ୍ବର - କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷୀୟା ମହିଳା ଭିକ୍ଷୁକ ମନ୍ଦିରକୁ ଦାନ କରିଛନ୍ତି ଏକ ଲକ୍ଷ ଟଙ୍କା । ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ…

ଇଡିର ପ୍ରଶ୍ନବାଣରେ ଘାଇଲା ଅର୍ଚ୍ଚନା ବାହାନା ଦେଖାଇ ତଦନ୍ତକୁ କରୁଛନ୍ତି ବାଟବଣା

ଇଡିର ପ୍ରଶ୍ନବାଣରେ ଘାଇଲା ଅର୍ଚ୍ଚନା ନାଗ ବାହାନା ପରେ ବାହାନା ଦେଖାଇ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି । କେତେବେଳେ ଦେହ ଖରାପ ତ ଆଉ କେତେବେଳେ ଏକଦମ୍‌ ଚୁପ୍‌ । କିନ୍ତୁ ଜଗବନ୍ଧୁ ଗୁମର ଖୋଲିବାରେ ଲାଗିଛି । ଅର୍ଚ୍ଚନାଙ୍କ ପେଡି ଖୋଲୁଛନ୍ତି ତାଙ୍କ ସ୍ୱାମୀ । ଯାହାକୁ ନେଇ…

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଆଗଭର ହେଉନି କେନ୍ଦ୍ର: ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର, 16 ଡିସେମ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଂଚ ପ୍ରତିଷ୍ଠା ପାଇଁ ଭିତିଭୂମି ତଥା ଆର୍ଥିକ ସମ୍ବଳ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ କେନ୍ଦ୍ରକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେନ୍ଦ୍ର ଏଥିପାଇଁ ଆଗ୍ରହ…

ପେଡ଼ି ଭିତରେ ନାଗ ଚୁପ୍‌

ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି ପ୍ରର୍ବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା । ପୂର୍ବରୁ ତାଙ୍କୁ ଗିରଫ କରିଥିଲା…

ପୁଣି ଆଉ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ ବାପାଙ୍କୁ ୩୨ ଖଣ୍ଡ କଲା ପୁଅ

କର୍ଣ୍ଣାଟକରେ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଉକ୍ତ କେସ୍‌ରେ ପ୍ରେମିକ ପ୍ରେମିକାକୁ ମାରି ଶବକୁ ଖଣ୍ଡ ଖଣ୍ଡ କରିଥିବା ବେଳେ ସଦ୍ୟତମ ଘଟଣାରେ ବାପାକୁ ହତ୍ୟା କରି ଶବକୁ ୩୨ ଖଣ୍ଡ କରିଛି ପୁଅ । ଏହି ଘଟଣା କର୍ଣ୍ଣାଟକର ବାଲାକୋଟ୍‌ରେ ଘଟିଛି ।…

“ପୁଷ୍ପା’ ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍‌

ଆଇନ ଜାଲରେ ଫସିଛନ୍ତି ଗତବର୍ଷର ସୁପରଡୁପର ହିଟ୍‌ ଫିଲ୍ମ ପୁଷ୍ପାର ନିର୍ମାତା । ଏହି ଫିଲ୍ମର ତେଲୁଗୁ ପ୍ରଡକ୍ସନ କମ୍ପାନୀ ମୈତ୍ରୀ ମୁଭି ମେକର୍ସ ଆୟକର ବିଭାଗ ଜାଲରେ ଫସିଛି । ପ୍ରଡକ୍ସନ କମ୍ପାନୀରେ ବିଦେଶୀ ଫଣ୍ଡିଂ ବ୍ୟବହାର ହୋଇଥିବା ନେଇ ସନ୍ଦେହ କରିଛନ୍ତି ଆଇଟି ଅଧିକାରୀ । ଏହି କାରଣରୁ…

ସୀମା ବିବାଦକୁ ନେଇ ଆଲୋଚନା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ, 14 ଡିସେମ୍ବର  - ମହାରାଷ୍ଟ୍ର ଓ କର୍ଣାଟକ ସୀମା ବିବାଦ ମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କର୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ସହ ଆଲୋଚନା କରିବେ ।

୧୮ ଟିକିଆ ହାତୀପଲ ଜଙ୍ଗଲ ମୁହାଁ

କଟକ, ୧୨ ଡିସେମ୍ବର - ମହାନଦୀ ପଠାରେ ଥିବା ୧୮ ଟିକିଆ ହାତୀପଲ ଜଙ୍ଗଲ ମୁହାଁ ହୋଇଛନ୍ତି । ହାତୀପଲ ପାଣି ଭିତରେ ନୂଆପାଟଣା ମଧୁସୂଦନ ବ୍ରିଜ୍ ପାର୍ କରି ଆଠଗଡ଼ ବନଖଣ୍ଡ ବଉଳ ଜଙ୍ଗଲକୁ ଫେରିଛନ୍ତି । ରାତିସାରା ବନ କର୍ମଚାରୀଙ୍କ ଅକ୍ଳାନ୍ତ ଉଦ୍ୟମ ପରେ ଶେଷରେ ଜଙ୍ଗଲ ମୁହାଁ ହୋଇଛନ୍ତି ହାତୀପଲ…