Browsing Category

ନ୍ୟୁଜ୍ ବୁଲେଟିନ୍

କଟକ ବାଲିଯାତ୍ରାରେ ସିବିସି ପକ୍ଷରୁ ସ୍ବତନ୍ତ୍ର ପ୍ରଦର୍ଶନୀ

ନୂଆଦିଲ୍ଲୀ, 16 ନଭେମ୍ବର : କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି । ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ…

ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା

ଭୁବନେଶ୍ୱର, 15 ନଭେମ୍ବର  – ଗୋଟିଏ ଦିନ ବଢିଛି କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାର ଅବଧି । ବୁଧବାର ଦିନ ବାଲିଯାତ୍ରା ଶେଷ ହେବାର ଥିଲା ବେଳେ ଏହା ଗୁରୁବାର ଶେଷ ହେବ । ମଙ୍ଗଳବାର ଦିନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ସାଧାରଣ ଲୋକ ଓ…

ରାସ୍ତା କଡ଼ରୁ ଉଦ୍ଧାର ଶିଶୁଙ୍କୁ ବିଦ୍ୟାଳୟରେ ଭର୍ତ୍ତି କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, ୧୫ ନଭେମ୍ବର - ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଳା ପ୍ରଶାସନ ଦ୍ଵାରା ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ନନହେଁ ପରିସ୍ତେ "ମୁଁ ବି ପଢ଼ିବି " କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶୁଭାରମ୍ଭ କରିଛନ୍ତି। ସୁରେସ୍ଵରୀ ପ୍ରାଥମିକ…

କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା ଫସଲ ବୀମା : ସସ୍ମିତ ପାତ୍ର

ଭୁବନେଶ୍ୱର, 15 ନଭେମ୍ବର  – ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନୋରେନ୍ଦ୍ର ସିଂ ତୋମାର ଆଜି ଯେଉଁ ଟୁଇଟ୍ କରିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏଯାଏ…

୩୧ନଂ ଜିଲ୍ଲା ହେବ ପଦ୍ମପୁର ?

ଓଡ଼ିଶାର ୩୧ନଂ ଜିଲ୍ଲା ହେବକି ପଦ୍ମପୁର ? ବିଜେଡିର ସମର୍ଥନ ଘୋଷଣା ପରେ ଜୋର ଧରିଲା ଦାବି । ଉପନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବାକୁ ଅଡି ବସିଛି କ୍ରିୟାନୁଷ୍ଠାନ କମିଟି । ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସୁଶାନ୍ତ…

୧୬ରେ ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୬ ତାରିଖ ଆଡକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିପାରିନାହିଁ ।…

ଗୋଆରେ ନଭେମ୍ବର 20ରୁ 28 ଯାଏ 53 ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ

ନୂଆଦିଲ୍ଲୀ, 14 ନଭେମ୍ବର - ଗୋଆରେ ନଭେମ୍ବର 20ରୁ 28 ଯାଏ ଆୟୋଜିତ ହେବାକୁ ଥିବା 53 ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବକୁ ନେଇ ରାଷ୍ଟ୍ରୀୟ ମିଡିଆ କେନ୍ଦ୍ର ନୂଆଦିଲ୍ଲୀ ଠାରେ ଏକ କର୍ଟନ ରେଜର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ ।

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର, 14 ନଭେମ୍ବର - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୁରଭଂଜ ଜିଲ୍ଲାର ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ଏକକାଳୀନ…

ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, 13 ନଭେମ୍ବର – ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ବିଲେଇସର୍ଡା ଗାଁରେ ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ଉଲ୍ଲେଖନୁୀୟ ଯେ ଏହି ସାପଧରାଳି ଏକ ନାଗ ସାପକୁ ଧରି ନେଲ କଟରରେ…

କଥା କଥାରେ ଫୁଟିଲା ଗୁଳି ୧ ମୃତ

ରାଉରକେଲା, 13 ନଭେମ୍ବର । ରାଉରକେଲା ସହରରେ ଏବେ କଥା କଥାକେ ଫୁଟୁଛି ଗୁଳି,ବଂଧୁକ ସହରରେ ହାଉଯାଉ । ଆଜି ସକାଳୁ ଝିରିପାଣି ଅଂଚଳରେ ସାମାନ୍ୟ କଥାକୁ ନେଇ ଜଣେ ଯୁବକ ବାଂଛା ତନ୍ତି ନାମକ ବ୍ୟକ୍ତିଙ୍କୁ ଗୁଳି କରିଦେବାରୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ…