Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ସ୍କୁଲରେ ମିଶ୍ରଣ ପ୍ରତିବାଦରେ ଡିଇଓଙ୍କ ଅଫିସ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା , କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ବଳିରାଜ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ପ୍ରତିବାଦରେ ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରାଭୀଭାବକ ଓ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ ।…
ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା, ରାସ୍ତାରେ ମୃତ ଶିଶୁକୁ ଜନ୍ମ ଦେଲେ ଗର୍ଭବତୀ
ବୈପାରୀଗୁଡା : ପୁଣି ଦେଖାଦେଇଛି ଜନନୀ ଯନ୍ତ୍ରଣା l ଗାଁରେ ପହଁଚିଲା ନାହିଁ ଆମ୍ଭୁଲାନ୍ସ ଯାହାକି ଦୁଇ କିଲୋମିଟର ଚାଲି ଚାଲି ନଦୀ ପାର ହେବା ପରେ ରାସ୍ତା କାଢରେ ମୃତ ଶିଶୁକୁ ଜନ୍ମ ଦେଲା ଗର୍ଭବତୀ l ଏହିପରି ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତର ଭାଲିଆପଦର…
ଗଜପତିରୁ ଆନ୍ଧ୍ର ଦେଇ ବସ୍ ଚଳାଚଳ କରିବ
ପାରଳାଖେମୁଣ୍ଡି, ୦୫ା୧୧(ଡୁମାଣୀ ଖବର) : ସମଗ୍ର ଦେଶରେ ଲକ୍ଡାଉନ,ସଟ୍ଡାଉନ୍ ପରେ ଯାତ୍ରୀବାହୀ ବସ୍ ଗୁଡିକ ଯାତାୟତ କଟକଣା ଆଦିକୁ ହଟାଇ ଦିଆଯାଇ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଗଜପତି ଜିଲ୍ଲାରୁ ଆନ୍ଧ୍ର ଦେଇ ବସ୍ ଯାତାୟତ କରିପାରୁ ନ ଥିଲା । ଏହାର ମୁଖ୍ୟ କାରଣ ଥିଲା ଆନ୍ଧ୍ର ପରିମିଟ ଦେଉ…
ଗଜପତିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ,୨ଗିରଫ
ପାରଳାଖେମୁଣ୍ଡି (ଡୁମାଣୀ ଖବର) :ଗଜପତି ଜିଲ୍ଲାରୁ ଝାଡଖଣ୍ଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଦ୍ୱାରା ଜବତ ହୋଇଛି । ଏଥିରେ ୨ଜଣ ଚୋରା ଚାଲାଣକାରୀ ଗିରଫ ହେବା ସହ ଗଞ୍ଜେଇ ବୋଝେଇ ନିଆଯାଉଥିବା ଝାଡଖଣ୍ଡ ପରିବହନ ବିଭାଗରେ ପଞ୍ଜିକୃତ ଏକ ସ୍କୋର୍ପିଓକୁ ମଧ୍ୟ ଜବତ କରାଯାଇଛି ।…
ଡ୍ରେସ୍ ପିନ୍ଧି ସୋସିଆଲ୍ ମିଡିଆରେ ନିଆଁ ଲଗାଇଲେ ଉର୍ବଶୀ ରୌତେଲା
୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧି ସୋସିଆଲ୍ ମିଡିଆରେ ନିଆଁ ଲଗାଇଲେ ଉର୍ବଶୀ ରୌତେଲା : ଭାଇରାଲ୍ ହେଲା ଫଟୋ ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ ଇଜିପ୍ଟର ରାଣୀ କ୍ଲିଓପାଟ୍ରା ହୋଇଛନ୍ତି। ଏଥିପାଇଁ ସେ ୫ମିଲିୟନ ଆମେରିକୀୟ ଡଲାରର ସୁନା ଡ୍ରେସ୍ ପିନ୍ଧିଛନ୍ତି।…
ଗାଙ୍ଗୁଲି, କୋହଲି, ତମନ୍ନାଙ୍କ ବିରୋଧରେ ନୋଟିସ ଜାରି କଲା ମାଡ଼୍ରାସ ହାଇକୋର୍ଟ
ଲୋକଙ୍କ ପାଇ ଅହିତକର ଉତ୍ପାଦ ଓ ସେବାକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଆସିଛି ପୂର୍ବତନ କ୍ରିକେଟ ଖେଳାଳି ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି । ଏହି ଦୁହିଁଙ୍କ…
ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ମୃତ୍ୟୁ
ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୭୮କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ…
ରାଜ୍ୟରେ୧୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି।…
ଆହୁରି ମଜବୁତ ହେବ ଭାରତ ନେପାଳ ସମ୍ପର୍କ : ନରଭନେ
ନୂଆଦିଲ୍ଲୀ: ନେପାଳ ଗସ୍ତରେ ଜେନେରାଲ ନରଭନେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସମେତ ନେପାଳର ପ୍ରତିପକ୍ଷ ଜେନେରାଲ ପୁରନ ·ନ୍ଦ ଥାପାଙ୍କୁ ଭେଟିବେ । ସେ ନେପାଳୀ ସେନାର ଆର୍ମି କମାଣ୍ଡ ଏବଂ ଷ୍ଟାଫ୍ କଲେଜରେ ଛାତ୍ର-ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଦୁଇଦିନିଆ ନେପାଳ ଗସ୍ତ…
ଦିଲ୍ଲୀରେ ଆରମ୍ଭ ହୋଇଛି କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ : ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ…