Browsing Category

ନ୍ୟୁଜ୍ ବୁଲେଟିନ୍

ରାହୁଲ ଗାନ୍ଧୀ ଚାଲି ନ ଜାଣି ବାଟର ଦୋଷ ଭଳି କଥା କହୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, : ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ । ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି…

ଓଡ଼ିଶାରେ ସୌରଶକ୍ତିକୁ ବଳ ଦେବ ଟାଟା ପାୱାରର ତିରୁନେଲଭେଲି କାରଖାନା

ଭୁବନେଶ୍ୱର,: ଓଡ଼ିଶା ସରକାର ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର ନେଇ ଭିଜନ୍ ୨୦୩୬ ଓ ୨୦୪୭ରେ ବିରାଟ ଅଭିଳାଷ ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଅଭିଯାନରେ ତାମିଲନାଡ଼ୁର ତିରୁନେଲଭେଲିଠାରେ ଥିବା ଟାଟା ପାୱାରର ମେଗା ଓ ଅତ୍ୟାଧୁନିକ ସୋଲାର୍ ସେଲ୍ ଓ ମଡ୍ୟୁଲ୍‌ ଉତ୍ପାଦନ କାରଖାନା ଅଗ୍ରଣୀ…

ଅଦାନୀଙ୍କ ପାଇଁ ରଥକୁ ରୋକାଗଲା: ରାହୁଲ

ଭୁବନେଶ୍ୱର, : \"ଅଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର ।\' ଶୁକ୍ରବାର ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧୀ ରାଜ୍ୟ ସରକାର ଓ…

ଆଜିଠାରୁ ଦୁଇଦିନିଆ ମେଟାବଲିକ୍ ହୋରାଇଜନ୍ ସମ୍ମିଳନୀ: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧ା୭ : ଶନିବାର ଭୁବନେଶ୍ୱରର ଏକ ହୋଟେଲରେ ଦୁଇଦିନିଆ "ମେଟାବଲିକ୍ ହୋରାଇଜନ୍ ସମ୍ମିଳନୀ-୨୦୨୫' ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ସଭାପତି ମନମୋହନ ସାମଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ…

ଜଙ୍ଗଲୀ ହାତୀ ଉଜାଡି ଦେଲେ ୮ ଏକର ଧାନ ଫସଲ

ଲାଞ୍ଜିଗଡ଼,11/7: ପ୍ରାୟ ମାସଟିଏ ହେଲା ଲଘୁ·ପ ଜନିତ ବର୍ଷା ଲାଗି ରହିଥିବାବେଳେ ଠିକ ସମୟରେ ବର୍ଷା ହେବା ଯୋଗୁଁ ଚାଷୀ ଏଥର ବିହନ ବୁଣାବୁଣି ଓ ତଳି ରୁଆରୁଇ କରିବାରେ ଆଗୁଆ ରହିଛି । କେତେକ ଅଞ୍ଚଳରେ ବୁଣାବୁଣି ଓ ତଳିରୁଆ ସାରିଥିବାବେଳେ କେଉଁ କେଉଁଠି ଧାନ ଗଛ ବଢ଼ି ଆସିଲାଣି । ତେବେ ଏହି…

ରୋଜଗାର ମେଳାରେ ୫୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଜୁଲାଇ, ୨୦୨୫ରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଙ୍ଗଠନରେ ନବନିଯୁକ୍ତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ । ଏହି ଅବସରରେ ସେ ନବନିଯୁକ୍ତଙ୍କୁ…

ପ୍ରେମ ପଡିଲା ମହଙ୍ଗା, ବଳଦ ହୋଇ ଚାଷ କଲେ

ରାୟଗଡା,11/7: କିଛିଦିନ ତଳେ କାଶୀପୁରରେ ସମାନ ଜାତିରେ ବିବାହ ହୋଇନଥିବାରୁ ପୁଅ ପିଲାର ବଂଶକୁ ପ୍ରାୟଶ୍ଚିତ ପାଇଁ ସମୂହ ମୁଣ୍ଡନ ସହ ଭୋଜି ଦେବାକୁ ପଡିଥିଲା । ଏବେ ପ୍ରେମୀ ଯୁଗଳଙ୍କୁ କରାଯାଉଛି ହଳ । ରାୟଗଡା ଜିଲ୍ଲାରେ ଏଭଳି ଅନ୍ଧବିଶ୍ୱାସରେ ଅଦ୍ଭୁତ ପ୍ରଥା ପାଳନ ହେଉଛି । ପ୍ରେମ ପାଇଁ…

ଟେମରା ଗ୍ରାମ ରେ କୃଷି ଭିତ୍ତିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା ପାଳିତ, ରୁଣ୍ଡ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଧର୍ମଗଡ : କୃଷି ଓ କୃଷକ ହେଉଛନ୍ତି ମା ମାଟି ର ଆଶ୍ରିତ, ମାଟି ଓ କୃଷକ ର ସମ୍ପର୍କ ପରମ୍ପରା ରେ ରହିଛି ଅନେକ ପର୍ବ ପର୍ବାଣୀ, ତା ମଧ୍ୟରେ ଅନ୍ୟତମ ହେଉଛି କୋକସରା ବ୍ଲକ ଟେମରା ଗ୍ରାମ ଠାରେ ପ୍ରତିବର୍ଷ ପାଳନ ହେଉଥିବା ମା ବସ୍ତରେନ ମାଉଳି ଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା। ଏହି ଆଷାଢ଼…

ମେଗାଲିଫ୍ଟ କେନାଲ ରୁ ଆଜିଠୁ ଖରିଫ ଜଳସେଚନ, କୋକସରା ବ୍ଲକ ର ୧୧୩୦୧ ହେକ୍ଟର ହେବ ଜଳସେଚନ

ଧର୍ମଗଡ, : ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଚଳିତ ବର୍ଷ ଖରିଫ ଚାଷ ପାଇଁ ଶୁକ୍ରବାର ଠାରୁ ମେଗାଲିଫ୍ଟ କେନାଲ ରୁ ଜଳସେଚନ ଆରମ୍ଭ ହୋଇଛି। ମଙ୍ଗଳପୁର ଠାରେ ଥିବା ମେଗାଲିଫ୍ଟ ପାୱାର ହାଉସ ରେ ପୂଜାର୍ଚ୍ଚନା କରିବା ପରେ ଦିନ ୧୧:୩୦ ରେ ମେଗାଲିଫ୍ଟ କେନାଲ ଦେଇ ଜଳସେଚନ ଗେଟ ଖୋଲାଯାଇଛି। ମେଗାଲିଫ୍ଟ…

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ମା ପାଇଁ ଗଛ ଟିଏ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏନସିସି, ଏନଏସଏସ ଓ ୟୁଥ ରେଡ଼ କ୍ରସ ପକ୍ଷରୁ ଶୁକ୍ରବାର ମା ପାଇଁ ଗଛ ଟିଏ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଏହି…