Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ଅଷ୍ଟ୍ରେଲିଆ ଅଫରକୁ ପ୍ରତ୍ୟାଖାନ କଲେ ଅଶ୍ବିନୀଙ୍କ ଡୁପ୍ଲିକେଟ୍
ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭୟରେ । ଟିମ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ବିଶ୍ବକପ୍ ଦଳରେ ଅଶ୍ବିନୀଙ୍କ ଏଣ୍ଟ୍ରି ପରେ କଙ୍ଗାରୁ ଟିମର ହଜି ଯାଇଛି ନିଦ । ଅଶ୍ବିନୀଙ୍କ ବୋଲିଂଙ୍କୁ ଫେସ କରିବାକୁ ଅଷ୍ଟ୍ରେଲିଆ କରିଥିଲା ଯୋଜନା । ହେଲେ…
’ଯବାନ’ରେ ଏତେ ଝିଅ କାହିଁକି? ଫ୍ୟାନ୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମିତି କହିଲେ କିଙ୍ଗ ଖାନ୍
ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି ବଲିଉଡର କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ’ଯବାନ’ । ଦର୍ଶକଙ୍କ ମହଲରେ ଏହା ଆଦୃତ ହୋଇଥିବାବେଳେ ସାରା ବିଶ୍ବରୁ ଛୁଟୁଛି ପ୍ରଂଶସାର ସୁଅ । ଫ୍ୟାନ୍ସମାନେ ଶହାରୁଖଙ୍କୁ ଅେନକ ପ୍ରଶ୍ନମାନ…
ବିବାହ ବନ୍ଧନରେ ବାନ୍ଧିହେଲେ ସାଉଥ ଷ୍ଟାର ସର୍ବାନନ୍ଦ
ଚାଲିଛି ବିବାହ ଋତୁ । ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ ଖବର ସର୍ବଦା ସାମ୍ନାକୁ ଆସୁଛି । ଏହି ପରି ଭାବେ ସାଉଥର ଜଣେ ସୁପରଷ୍ଟାରଙ୍କ ବିବାହ ସରିଛି । ତେଲୁଗୁ ଅଭିନେତା ସର୍ବାନନ୍ଦ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ ଜୁନ ୩ରେ ରକ୍ଷିତା ରେଡ୍ଡିଙ୍କୁ ବିବାହ କରିଛନ୍ତି…
ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର
ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ । ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବ । ଏହି…
ରଜରେ ରାଜ୍ କରିବେ ଅନୁଭବ, ପରଦାକୁ ଆସିବ ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା ‘ଲଭ୍ ଇନ୍ ଲଣ୍ଡନ’
କଟକ : ରଜରେ ରାଜ୍ କରିବାକୁ ସଜବାଜ ହେଉଛନ୍ତି ଓଲିଉଡ ଅଭିନେତା ଅନୁଭବ । ହଁ, ରଜରେ ଅନୁଭବଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର 'ଲଭ୍ ଇନ୍ ଲଣ୍ଡନ' ପ୍ରେକ୍ଷାଳୟକୁ ଆସିବ । ଏହାକୁ ନେଇ ଅନୁଭବଙ୍କ ପ୍ରଶଂସକ ମହଲରେ ବେଶ୍ ଉତ୍କଣ୍ଠା ଲାଗିରହିଛି । ଜେ.ବି. ଫିଲ୍ମସ ଓ ଆମର ଷ୍ଟୁଡିଓ…
ଘୋଷଣା ହେଲା ଫିଲ୍ମଫେୟାର ଆଓ୍ଵାର୍ଡ ୨୦୨୩, ଗଙ୍ଗୁବାଇ କାଠିଆଓ୍ଵାଡ଼ି ଶ୍ରେଷ୍ଠ ଚଳଚିତ୍ର
ଘୋଷଣା ହୋଇଛି ୬୮ତମ ଫିଲ୍ମଫେୟାର ଆଓ୍ଵାର୍ଡ଼ । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଫିଲ୍ମକୁ ମିଳିଛି ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର । ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ ଗୋଟିଏ ପୁରସ୍କାର…
ଭାଇଜାନଙ୍କୁ ଭେଟିବା ପୂର୍ବରୁ ବାଧ୍ୟତାମୂଳକ ହେଲା ଏହି ସବୁ ନିୟମ
ବିପଦରେ ଭାଇଜାନଙ୍କ ଜୀବନ ! ବଲିଉଡର ଭାଇଜାନ ସାଲମାନଙ୍କୁ ହତ୍ୟା ଧମକକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ତେବେ ଥରେ ନୁହେଁ, ସାଲମାନଙ୍କ ବାରମ୍ବାର ଏପରି ଧମକ ମିଳିବା ପରେ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ମୁମ୍ବାଇ ପୋଲିସ। ଦ୍ୱିତୀୟ ଥର ଭାଇଜାନଙ୍କୁ ହତ୍ୟା ଧମକ ମିଳିବା ପରେ…
ଏକାଠି ନଜର ଆସିଲେ ଐଶ୍ବର୍ଯ୍ୟା, ଆରାଧ୍ୟା ଏବଂ ରେଖା
ମୁମ୍ବାଇ: ଐଶ୍ବର୍ଯ୍ୟା ଏବଂ ଆରାଧ୍ୟାଙ୍କ ସହ ନଜର ଆସିଲେ ରେଖା । ମୁକେଶଙ୍କ ପାର୍ଟିରେ ଆରାଧ୍ୟାଙ୍କ ଉପରେ ପ୍ରେମ ବର୍ଷା କଲେ ରେଖା । ଶନିବାର ଦିନ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳନ ହେବା ସହ…
ଦିଦି ନଂ- ୧ରେ ବିବାହ ମହୋତ୍ସବ
ଭୁବନେଶ୍ୱର : ଜୀ-ସାର୍ଥକରେ ଚାଲିଛି ବିବାହ ମହୋତ୍ସବ । ଏହି ଧାରାରେ ସାମିଲ ହୋଇଛି ଦିଦି ନଂ -୧ । ଏହି ସପ୍ତାହ ଦିଦି ନଂ ୧ ରେ ଦିଦି ମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋଚନା କରିବେ । ନିଜର ସ୍ୱତନ୍ତ୍ର ଦିନର ସ୍ମୃତି ଚାରଣ କରୁଛନ୍ତି । ଏହା ସହିତ ଆଜିର…
ସଲମାନଙ୍କୁ ହତ୍ୟା ଧମକ : ଶେଷରେ ଗିରଫ
ମୁମ୍ବାଇ: ଦିନେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ । ଆଜି ଗିରଫ ହେଲେ । କିଛି ଦିନ ହେବ କେହିଜଣେ ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏ ନେଇ ସଲମାନଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ ସଲମାନ । ଏହି…