Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଅସ୍ଥାୟୀ ମଣ୍ଡପରେ ମା\’ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର, : ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ମା’ବୁଢ଼ୀ ଠାକୁରାଣୀ ଦ୍ୱିବାର୍ଷିକ ଯାତ୍ରା ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ସୋମବାର ଶେଷ ହେବ । ଏହି ବିଶ୍ୱ ପ୍ରସିଦ୍ଧ ମା’ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନିମନ୍ତେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା, ଆଖପାଖ…
ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ଫାଟକ ସମ୍ମୁଖରେ ଦୁଇ ଘଣ୍ଟା ଧରି ଶ୍ରମିକ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ
ପାରାଦ୍ଵୀପ,:- ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ପାରାଦୀପ ସ୍ଥିତ ଆର୍ସେଲର୍ ମିତ୍ତଲ ନିପ୍ପନ ଷ୍ଟିଲ୍ ( ଏଏମ୍ଏନ୍ଏସ୍) କମ୍ପାନୀ ଫାଟକ ସମ୍ମୁଖରେ ଦୁଇ ଘଣ୍ଟିଆ ବିକ୍ଷବ ଓ ପ୍ରତିବାଦ ସଭା। ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ କମ୍ପାନୀ ବିରୋଧ ରେ ବିଭିନ୍ନ…
ଶୈଳବାଳା ରେ ଗବେଷଣାତ୍ମକ ସମ୍ମିଳନୀ
କଟକ : ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏକ ଗବେଷଣାତ୍ମକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଡଃ ବନ୍ଦନା ପାଠକ, ଡଃ ସ୍ଵପ୍ନ ଶଙ୍କର ନାୟକ ଏହାକୁ ଉଦଘାଟନ କରିଥିଲା ବେଳେ ଡଃ ପ୍ରୀତି ପ୍ରଜ୍ଞା ରାୟ ଓ ଡଃ କବିରାଜ ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ। ଏହି…
କିଟରେ ଫେସନ୍ ଶୋ’ କୀର୍ତ୍ତି କଳ୍ପନା ଅନୁଷ୍ଠିତ
ଭୁବନେଶ୍ୱର, : କିଟ୍ ବିଶ୍ୱବିଦ୍ୟାଳୟର ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଫେସନ୍ ଶୋ’ କୀର୍ତ୍ତି କଳ୍ପନାର ୧୩ତମ ସଂସ୍କରଣ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଫେସନ୍ ଶୋ’କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ…
ପାକିସ୍ତାନ ସହ ଆଉ ଖେଳିବନି ଭାରତ, ଆଇସିସିକୁ ବିସିସିଆଇର ଚିଠ
ନୂଆଦିଲ୍ଲୀ, : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ସହିତ ଏବେ କୌଣସି ମ୍ୟାଚ ଖେଳିବ ନାହିଁ । ଦୁଇ ଦଳ କେବେଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିଥାନ୍ତି । ପାକ୍ ସହ ଭାରତ କୌଣସି ଦ୍ୱିପାକ୍ଷିକ ସିରଜ ଖେଳେ ନାହିଁ । ପହଲଗାମ ଆତଙ୍କୀ ଆକ୍ରମଣ…
ପହଲଗାମ ହମଲାକୁ ନେଇ ଦୁଃଖ ପ୍ରକାଶ କଲେ ହିନା ଖାନ, ପୋଷ୍ଟ କରି ଲେଖିଲେ
ମୁମ୍ବାଇ, : ଟିଭି ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡିତ ଏବଂ ବର୍ତ୍ତମାନ ସେ ତାଙ୍କ ଜନ୍ମସ୍ଥାନ କାଶ୍ମୀରରେ ଅଛନ୍ତି । ଏହି ସମୟରେ ସେ ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ମୁହଁ ଖୋଲିଛନ୍ତି । ବୈସରନ ଘାଟିର ଭୟଙ୍କର ଦୃଶ୍ୟ ଦେଖି ମର୍ମାହତ ହିନା ଖାନ ଏହି ଆକ୍ରମଣକୁ ଦେଶ…
ନବ ଦାସ ହତ୍ୟା ଘଟଣାର ଖୋଳତାଡ଼: ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ
ବ୍ରହ୍ମପୁର, : ବ୍ରହ୍ମପୁର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ହତ୍ୟା ଘଟଣାର ଖୋଳତାଡ଼ ପାଇଁ ପୁଣି ଥରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ପକାଇଛି ଜେରା ଦୁଇ ଦିନ ମଧ୍ୟରେ ୫ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ଘଟଣାରେ ପୋଲିସ ଏସଆଇ ଗୋପାଳ ଦାସ ଗିରଫ ହୋଇଥିବା ବେଳେ…
କେସିଙ୍ଗା ମୁସଲିମ ସମାଜ ପକ୍ଷରୁ ଆତଙ୍କବାଦ ବିରୋଧରେ କଲା ପଟି ପରିଧାନ ସଭା ଆୟୋଜିତ
କେସିଙ୍ଗା : ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଆଜି କେସିଙ୍ଗା ମୁସଲିମ ସମାଜ ପକ୍ଷରୁ କେସିଙ୍ଗା ମସଜିଦ ଠାରେ ପଟି ପରିଧାନ କରି ଏକ ସଭା ଆୟୋଜିତ…
ହିନ୍ଦୁ ଏକତା ମଞ୍ଚ ତରଫରୁ ମହାମୋହିମ ରାଷ୍ଟ୍ରପତି ଙ୍କୁ ଜ୍ଞାପନ
ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଏକ ଜ୍ଞାପନ କେସିଙ୍ଗା ବି ଡ଼ି ଓ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦିଆଗଲା / ସାରା ବିଶ୍ୱରେ ଏହି…
ରାମଲୀଳାରେ ଅଘଟଣ
ପାରାଦୀପ - ଚାଲିଥିଲା ରାମଲୀଳା , ରଶି ଉପରେ ହନୁମାନ ଉଡିବେ ବୋଲି ନଡ଼ିଆ ଗଛରେ ଦଉଡି ବାନ୍ଧି ଏକ ଟ୍ରାକ୍ଟର ରେ ଭିଡ଼ି ଟାଇଟ୍ କରୁଥିଲେ ଲୋକେ । ହେଲେ ହଠାତ୍ ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି କୁଜଙ୍ଗ ଥାନା…