Browsing Category

ମୁଖ୍ୟ ଖବର

୬୦ ବର୍ଷ ବୟସ୍କ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ

ଭୁବନେଶ୍ୱର, : ସୁଭଦ୍ରା ଉପରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ବୈଠକର ସମୀକ୍ଷା ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ…

ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର, : ବିଧାନସଭାର ମୌସୁମୀ ଅଧିବେଶନ । ଗୁରୁବାରଠୁ ସାତ ଦିନ ଯାଏ ଚାଲିବ ଏହି ଅଧିବେଶନ । ଗୃହର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଉପରେ ମଧ୍ୟ ଆଲୋଚନା ହୋଇଛି । ଏହା ପରେ ଗୃହ…

ବୁଲାକୁକୁର ଉପରେ କଟକଣା ପ୍ରସଙ୍ଗ; କୁକୁରଙ୍କ ସପକ୍ଷରେ ବାହାରିଲେ ସୁପ୍ରିମକୋର୍ଟ, ଏପଟେ ବ୍ରହ୍ମପୁରରେ ସୀମା ଟପିଲା…

ବ୍ରହ୍ମପୁର : ବୁଲାକୁକୁର ପ୍ରସଙ୍ଗ ସଡ଼କରୁ ଗଲା ସୁପ୍ରିମକୋର୍ଟ । ଶେଷରେ ସୁପ୍ରିମକୋର୍ଟ ବି କୁକୁରଙ୍କ ସପକ୍ଷରେ ବାହାରିଲେ । ହେଲେ ବ୍ରହ୍ମପୁରରେ କୁକୁରଙ୍କ ଉପରେ ଅତ୍ୟାଚାର ସୀମା ଟପିଛି । କଥା କହିପାରୁନଥିବା ପ୍ରାଣୀଟି ପାଖରେ ଯେମିତି ମରି ଯାଇଛି ମଣିଷ ପଣିଆ । ବ୍ରହ୍ମପୁର ସହରର…

ଧରାପୃଷ୍ଠକୁ ଅବତରଣ କରିବେ ମା’ ଜଗଦମ୍ବା : ଚଳଚଞ୍ଚଳ ରେଶମ ସହର

ବ୍ରହ୍ମପୁର : ଧରାପୃଷ୍ଠକୁ ଅବତରଣ କରିବେ ମା' ଜଗଦମ୍ବା : ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର ବ୍ରହ୍ମପୁରରେ ଦୁର୍ଗା ମେଢ଼ ମେଲଣକୁ ନେଇ ଉଠିଲା ଦାବି । ପୂର୍ବ ପରମ୍ପରାକୁ ପୁଣି ଥରେ ଫେରାଇବା ପାଇଁ ଦାବି କରିଛନ୍ତି ଦୁର୍ଗାପୂଜା କମିଟି । ପୂଜା ପରେ ବସଷ୍ଟାଣ୍ଡରେ ମେଲଣ ସହ ପୁରସ୍କାର ପ୍ରଦାନ…

ଦିଶା ପଟାନୀଙ୍କ ଘରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ୟୁପି ପୋଲିସର ନୂଆ ଯୋଜନା

ମୁମ୍ବାଇ, : ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବରେଲି ପୋଲିସ ଏବେ ଶୀଶଗଡବିଳାସପୁର ରାସ୍ତାରେ ଏକ ସନ୍ଦିଗ୍ଧ ବାଇକର ଫୁଟେଜ୍ ପାଇଛି । ଏହା ସେହି ବାଇକ ବୋଲି ବିଶ୍ୱାସ କରାଯାଉଛି ଯେଉଁ ବାଇକରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସିଯିବା…

ସମ୍ବଲପୁରରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଜି କେବଳ ତାଙ୍କର ଜନ୍ମଦିନର ଅବସର ନୁହେଁ ବରଂ ‘ବିକଶିତ ଓଡ଼ିଶା’ - ‘ବିକଶିତ ଭାରତ’ର ସ୍ୱପ୍ନ ଦେଖିଥିବା ଏବଂ ତାହାକୁ ବାସ୍ତବର ରୂପ ଦେଉଥିବା ଜଣେ ମହାନ ଲିଡରଙ୍କ ଜନ୍ମଦିନ ବୋଲି ବୁଧବାର ପ୍ରଧାନମନ୍ତ୍ରୀ…

କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ, (ହି ସ) : କମିଲା ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ…

ଟାଟା ଷ୍ଟିଲକୁ ରାଜ୍ୟର ଷ୍ଟାର ନିଯୁକ୍ତିଦାତା ସମ୍ମାନରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟାଟା ଷ୍ଟିଲକୁ ରାଜ୍ୟର ଅନ୍ୟତମ ଷ୍ଟାର ଏମ୍ପ୍ଲୟର (ତାରକା ନିଯୁକ୍ତିଦାତା) ଭାବେ ସମ୍ମାନିତ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ୨୭ ନୂତନ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ…

ମହିଳା ଟ୍ରାଫିକ କନେଷ୍ଟବଳ ହତ୍ୟା ଘଟଣାରେ ୩ ଗିରଫ

ଘଟଗାଁ, : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଘଟଗାଁ ରଜା ବନ୍ଧ ସାହି ଜଟିଆ ମହାନ୍ତଙ୍କ ଘର ବାଡ଼ିରେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁକୁ ତଣ୍ଟି ଚିପି ହତ୍ୟା କରି ତାଙ୍କ ଘର ପାଖ ବାଡ଼ିରେ ପୋତା ଯାଇଥିଲା । ଘଟଣାର ପ୍ରଥମ ଅଭିଯୁକ୍ତ ଦୀପକ ରାଉତ ବୁଧବାର ଘଟଣାସ୍ଥଳର ସିନ୍ ରିକ୍ରିଏସନ…

ଡେରାଡୁନରେ ପ୍ରକୃତିର ତାଣ୍ଡବ, ୧୫ ମୃତ

ଉତ୍ତରାଖଣ୍ଡ, : ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଏବଂ ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । କୋଠା, ରାସ୍ତା ଏବଂ ପୋଲକୁ ଭାସି ଯାଇଛି, ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ନିଖୋଜ ଅଛନ୍ତି । ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ୯୦୦…