Browsing Category

ମୁଖ୍ୟ ଖବର

ଓଲଟିପଡିଲା କଣ୍ଟେନର: ଶିକ୍ଷକଙ୍କ ସମେତ ୩ ମୃତ

ରେବାଡ଼ି: ହରିୟାଣା ରେବାଡ଼ିରେ ଏକ ସଡକ ଦୁର୍ଘଟଣା ହୋଇଛି । ରେବାଡ଼ି ଜିଲ୍ଲାରେ ନିର୍ମାଣାଧୀନ ରେବାଡ଼ି-ନାରନୌଲ ରୋଡରେ କୁଣ୍ଡ ନିକଟରେ ଏକ ଚଳନ୍ତା କାର ଉପରେ କଣ୍ଟେନର ଓଲଟି ପଡିଛି । କାରରେ ଯାତ୍ରା କରୁଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ୩ ମୃତକ ମହେନ୍ଦ୍ରଗଡ ଜିଲ୍ଲା ବେଲ…

୫୦ ଟଙ୍କା ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଆଜି ଠାରୁ ଏଲପିଜିର ଦର କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି ପାଇଛି । ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ପକ୍ଷରୁ କୁହାଯାଇଛି । ୫ ମାସ ମଧ୍ୟରେ ପ୍ରଥମଥର ପାଇଁ ଅଣ ସବସିଡି ସିଲିଣ୍ଡର ବୃଦ୍ଧି…

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସନ୍ଧ୍ୟାରେ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଆଜି ସନ୍ଧ୍ୟା ସମୟରେ ଇଓଡବ୍ଲୁର ୮ ଜଣ ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ଉଠାଇ ନେଇ ଜେରା…

ଜାନୁୟାରୀ ସୁଦ୍ଧା ଦେଶରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି । ଜାନୁଆରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସର ନିର୍ଦେଶକ ଡ଼.ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି । ସମ୍ପ୍ରତି ଦେଶରେ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ…

ଘର ଘର ବୁଲି ପାଠ ପଢ଼ାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ ଏବଂ ଶିକ୍ଷକ ରଞ୍ଜୁଆ ନାୟକ

ବୈପାରିଗୁଡା - କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ୍‌ରେ ସରକାର ଅନଲାଇନ୍‌ରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ନଥିବାରୁ ସେମାନେ ଶିକ୍ଷା ପ୍ରାପ୍ତରୁ ବଞ୍ଚିତ ହେଉଛନ୍ତି ।ହେଲେ ସରକାରୀ ସ୍କୁଲ ଓ ଗ୍ରାମାଞ୍ଚଳରେ…

ପାନୀୟ ଜଳ ପାଇଁ ଡହକବିକଳ ଗ୍ରାମବାସୀ – ପ୍ରଶାସନ ନିରବଦ୍ରଷ୍ଟା

ଧର୍ମଗଡ : ଗ୍ରାମାଞ୍ଚଳ ର ଲୋକ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବରେ ଗ୍ରାମଞ୍ଚଳ ରେ ଏହି ଯୋଜନା ସବୁ ବାଟ ବଣା ହୋଇଛି । ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଅନେକ ଲୋକଙ୍କ ମୃତ୍ୟୁ ପରେ ନଦୀରୁ ପାନୀୟ ଜଳ ଯୋଗାଣ ହେଲା…

ଅଭିନେତ୍ରୀ ଏଲେନ୍ ପେଜ୍‌ ନିଜକୁ ତୃତୀୟ ଲିଙ୍ଗୀ ଘୋଷଣା କଲେ

ନୂଆଦିଲ୍ଲୀ : ‘ଜୁନୋ’,‘ଇନସେପ୍ସନ’ ଏବଂ ‘ଦ ଅମ୍ବରେଲା ଏକାଡେମୀ’ର ଷ୍ଟାର୍ ଏବଂ ଓସ୍କାର ନୋମିନେଟେଡ ଅଭିନେତା ଇଲିୟଟ ପେଜ୍‌ ସୋସିଆଲ୍ ମିଡିଆ ଜରିଆରେ ମଙ୍ଗଳବାର ଜଣେ ତୃତୀୟ ଲିଙ୍ଗୀ ଭାବେ ଦୁନିଆ ସାମନାକୁ ଆସିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟରେ ନିଜକୁ ଇଲିୟଟ ପେଜ୍‌…

ବାଲି ଟ୍ରାକ୍ଟର ଜବତ ଓ ଡ୍ରାଇଭର ଗିରଫ ପ୍ରତିବାଦରେ ଟ୍ରାକ୍ଟର ମାଲିକ ସଂଘର ବିକ୍ଷୋଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକର ମହେନ୍ଦ୍ରତନୟା ଟ୍ରାକ୍ଟର ମାଲିକ ସଂଘ ତରଫରୁ ତହସିଲ ଓ ଥାନା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଜଣାପଡିଛି । ଏହି ବିକ୍ଷୋଭ ସମ୍ପର୍କରେ ଜଣାଇଛନ୍ତି ଯେ ଆମେ ଛୋଟ ଛୋଟ ମାଲିକ ଏଥିରେ ଆମର ପରିବାର ପୋଷଣ କରୁଥିବାବେଳେ…

ଛେଣ୍ଡିପଦାରେ ପୁଣି ସକ୍ରିୟ ହେଉଛି ଗଞ୍ଜେଇ ଚାଷ

ଛେଣ୍ଡିପଦା: ଗଂଜେଇ ହବ୍‌ କୁହା ଯାଉଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ପୁଣି ଚେଇଁଲେଣି ଚାଷୀ। ପୁଣି ଠାବ ହେଲାଣି ଗଂଜେଇ ଚାଷ। ଛେଣ୍ଡିପଦା ଥାନା ଭାଲିଆସର ଅଞ୍ଚଳରେ ବେଆଇନ ଗଞ୍ଜେଇ ଫିଲ୍ଡରେ ପୁଲିସ, ବନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଆଜି ପ୍ରାୟ ୨୫୦୦ ଗଛ ନଷ୍ଟ…

ପୁଣି ୧୨କୋଟି ଟଙ୍କାର ଗଞ୍ଜେଇ ଚାଷକୁ ପୋଡାଗଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଆର.ଉଦୟଗିରି ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ୧୨କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟକରି ଦିଆଯାଇଛି । ଘଟଣାରୁ ପ୍ରକାଶ ଆର.ଉଦୟଗିରି ବ୍ଲକର ଅନୁଗୁର ପଞ୍ଚାୟତର ଉମା ଗ୍ରାମ ନିକଟରେ ଥିବା ପାହାଡିଆ ଜମିରେ…