Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
୨୦୨୧ ଜାନୁଆରି ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା
ଭୁବନେଶ୍ବର: ଜାନୁଆରି ପହିଲା ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିପାରିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପାଇଁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ…
ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ
ଭୁବନେଶ୍ବର : ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୭୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୫ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ…
ଗ୍ଲେଜ୍ ଇଣ୍ଡିଆ ଠକେଇ ଘଟଣାରେ ଗିରଫ ୪ କୋର୍ଟ ଚାଲାଣ : ଜାମିନ ନାମଞ୍ଜୁର
ଢେଙ୍କାନାଳ,୧୭.୧୧: ଢେଙ୍କାନାଳ ସହର ଉପକଣ୍ଠରେ ଗଢି ଉଠିଥିବା ଗ୍ଲେଜ୍ ଇଣ୍ଡିଆ କମ୍ପାନୀ କୃଷି ବିଭାଗରେ ଚାକିରୀ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କମ୍ପାନୀର ଅଟକ ୪ଜଣଙ୍କୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ତେବେ ଉକ୍ତ ୪ ଜଣଙ୍କର ଜାମିନ…
ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା
ସୁଇସାଇଡ୍ ନୋଟ୍ରେ ତଥ୍ୟ
ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି। ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ…
୨୧ଲିଟର ବିଦେଶୀ ମଦ ଜବତ,ଜଣେ ଗିରଫ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ପୋଲିସ ଦ୍ୱାରା ୨୧ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିବାର ଜଣାପଡିଛି । କାଶୀନଗର ଥାନା ସୂତ୍ରରୁ ପ୍ରକାଶ ଯେ,ଚୋରାରେ ବିକ୍ରି ଉଦ୍ଦେଶ୍ୟରେ ନିଆଯାଉଥିବାବେଳେ ୨୧ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହି କାରବାରରେ ପି.ଦିମେଶ୍ୱର ରାଓ ନାମକ ଜଣେ…
ମହେନ୍ଦ୍ରତନୟା ନଦୀ ତଟରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମହନ୍ଦ୍ରେତନୟା ନଦୀ ତଟରୁ ଗଳିତ ଶବକୁ ଗତକାଲି ପୋଲିସ,ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି । ଚୋରା ବାଲି ଚାଲାଣର ଚରାଭୁମି ଥିବା ଏହି ଅଞ୍ଚଳରେ ଜଣେ ଆନ୍ଧ୍ର…
ଦେଓ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପର ୫ମ ଆର୍ପିଡିଏସସି ବୈଠକ
ବାରିପଦା,୧୭/୧୧: ମୟୂରଭଞ୍ଜ ଜିଲ୍ଲାର ପାଂଚପୀଢ କରଂଜିଆ ଉପଖଣ୍ଡ ଅନ୍ତର୍ଗତ ଦେଓ ମଧ୍ୟମ ଜଳ ସଚେନ ପ୍ରକଳ୍ପର ୫ମ ଆର୍ପିଡିଏସସି (ପୁର୍ନବାସ ଓ ଥଇଥାନ ତଥା ପାରିପାର୍ଶିକ ବିକାଶ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ତା. ୧୬.୧୧.୨୦୨୦ ରିଖ ପୂର୍ବାହ୍ନରେ ବାରିପଦା ସ୍ଥିତ ପ୍ରୟାସ…
ଗାଁ ରେ ପିଇବା ପାଣିର ସମସ୍ୟା
କଲ୍ୟାଣ ସିଂହପୁର, ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଶିକାରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣନଗର ଗ୍ରାମରେ ପିଇବା ପାଣି ର ସମସ୍ୟା ଦେଖିବାକୁ ମିଳିଛି। ଆଜିକୁ ୨୦ ଦିନ ହେବ ପାଣି ପାଇଁ ନାହିଁ ନଥିବା ହଇରାଣ ହୋଉଛନ୍ତି ଗ୍ରାମ ବାସୀ ! ପିଇବା ପାଣି ପାଇଁ ନିକଟରେ ଥିବା ଧରିତ୍ରୀ…
ସାଲେପୁର ହାଟ ମାର୍କେଟ ଗୃହର ବିପଦଜନକ ଅବସ୍ଥା, ମରାମତି ଦାବି
ସାଲେପୁର : ସାଲେପୁରରେ ରେଗୁଲେଟିଙ୍ଗ୍ମାର୍କେଟ ଅଧୀନରେ ଥିବା ସପ୍ତାହିକ ହାଟରେ ବ୍ୟବସାୟୀ,ଚାଷୀ ବାସିନ୍ଦା ପାଇଁ ଉଦିଷ୍ଟସ୍ଥାନ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ନିୟବିତ ବଜାର କମିଟି ଦ୍ୱାରା ଯେଉଁ ଠିକାଦାରଙ୍କୁ କାର୍ଯ୍ୟକରିବା ପାଇଁ ଦିଆ ଯାଇଥିଲା ସେ ଅତି ନି୧ ମାନର କାମ…
ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫାଟି ଯିବାରୁ ଜଣେ ୧ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। ଆହତ ଶିଶୁକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଉଥିବା…