Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଝାରସୁଗୁଡ଼ା ଯୁଦ୍ଧ ପାଇଁ ସମରସଜ୍ଜା, ଦିପାଳୀଙ୍କୁ ଟକ୍କର ଦେବେ କିଏ ?
ଭୁବନେଶ୍ୱର : ଝାରସୁଗୁଡ଼ା ଲଢେ଼ଇ ପାଇଁ ସମରସଜ୍ଜା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଏକମାତ୍ର ପ୍ରାର୍ଥୀ ଭାବେ ଆଗକୁ ଆସିଛନ୍ତି ବିଜେଡ଼ିର ଦିପାଳୀ ଦାସ । ରାଜନୀତିରେ ନୂଆ ଇଂନିସରେ ପାଦ ଥାପିବାକୁ ସେ ତୟାର ହୋଇସାରିଛନ୍ତି । ବାପା ନବ ଦାସଙ୍କ ସ୍ୱପ୍ନ ପୂରଣ କରିବାକୁ ସେ ଆଗଭର…
କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି : ବିଜେଡି
ଭୁବନେଶ୍ୱର: କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି । କୋଟିଆ ପ୍ରସଙ୍ଗରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଦେଇଥିବା ବିବୃତିରୁ ଏହା ଜଳ ଜଳ ହୋଇ ଦିଶୁଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ପୃଥ୍ବୀରାଜ ହରିଚନ୍ଦନଙ୍କ ବାପା ଯେତେବେଳେ ଆନ୍ଧ୍ରର ରାଜ୍ୟପାଳ…
ମହାନଦୀ ଜଳ ବିବାଦ ନେଇ ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି ସାହୁ
ଭୁବନେଶ୍ବର: ଏକତରଫା ଓ ବେଆଇନ ଭାବେ ମହାନଦୀ ପାଣିକୁ ଛତିଶଗଡ଼ ଅଟକାଇବା ମହାନଦୀ ଜଳ ବିବାଦର ମୂଳ କାରଣ । ମହାନଦୀ ଜଳ ବିବାଦ ନେଇ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏହି ବିବୃତି ରଖିଛନ୍ତି । ୨୭ ଦଶମିକ ୪୮ ନିୟୁତ ଏକର ଫୁଟ ପାଣିକୁ ବ୍ୟବହାର କରୁଛି ଛତିଶଗଡ଼ ।
ଓଡ଼ିଶାକୁ…
ମେ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ
ମେ ୧୦ରେ ହେବ ଝାରସୁଗୁଡାରେ ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କରିଛନ୍ତି ଏହି ଘୋଷଣା । ଦେଶରେ ହେବାକୁ ଥିବା ସମସ୍ତ ଉପ-ନିର୍ବାଚନ ତଥା ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ ନିର୍ବାଚନ । ୪ଟି ବିଧାନସଭା ଏବଂ ଗୋଟିଏ ସଂସଦୀୟ କ୍ଷେତ୍ରରେ…
ସାରା ଦେଶରେ ରାହୁଲ ଝଡ଼
ନୂଆଦିଲ୍ଲୀ : ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍-ପାର୍ ମୁଡ୍ରେ ରହିଛି । କଂଗ୍ରେସ ଦଳ ଏବେ କୋର୍ଟ ସମେତ ରାସ୍ତା ଉପରକୁ ଓହ୍ଲାଇଛି । ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି ସମଗ୍ର ଦେଶରେ କଂଗ୍ରେସ ଦିନିକିଆ…
ଓଡ଼ିଶା-ବଙ୍ଗ ସମ୍ପର୍କ ନିବିଡ଼, ନବୀନ ଜଣେ ଶକ୍ତିଶାଳୀ ନେତା
ଭୁବନେଶ୍ୱର: ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଲେ ମମତା । ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମମତା କହିଛନ୍ତି । ମମତାଙ୍କୁ ଶ୍ରୀଜିଉଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ନବୀନ ପଟ୍ଟନାୟକ । ଏହା ସହ…
ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀଙ୍କୁ ଅଦାଲତି ଝଟକା । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାମଲା ସୁରଟ କୋର୍ଟରେ ଚାଲିଥିଲା ବେଳେ ଆଜିଥିଲା ଶୁଣାଣି । ମାମଲାର ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି…
ରାଜ୍ୟରେ ଅଛନ୍ତି ୩୬ ଲକ୍ଷ ୩୬ ହଜାରରୁ ଅଧିକ ନାମମାତ୍ର ଚାଷୀ
ଭୁବନେଶ୍ୱର: ରାଜ୍ୟରେ ଅଛନ୍ତି ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ରା ଚାଷୀ । ସେହିପରି ୮ ଲକ୍ଷ ୮୭ ହଜାର ୨୭୨ କ୍ଷୁଦ୍ର ଚାଷୀ ଅଛନ୍ତି । ୨୦୧୫-୧୬ କୃଷି ଜନଗଣନା ଅନୁସାରେ ଏକ ହେକ୍ଟରରୁ କମ୍ ଚାଷ ଜମି ଥିବା ଚାଷୀ ନାମମାତ୍ର ଓ ଏକରୁ ଦୁଇ ହେକ୍ଟର ଚାଷ ଜମି ଥିଲେ କ୍ଷୁଦ୍ର ଚାଷୀ ଭାବେ…
‘ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ, ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି’
ଭୁବନେଶ୍ୱର : ଆତ୍ମରକ୍ଷା ନୁହେଁ, ଆକ୍ରମଣ । ଟେକାର ଜବାବ ପଥରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ଚୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ ।…
ବିଧାନସଭାରେ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଗତ, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ । ତେବେ ଦୁର୍ନୀତି…