Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୩ ଟି ବିଲ୍ ପାରିତ
ଭୁବନେଶ୍ୱର : ବିଧାନସଭାରେ ଗୋଟିଏ ଦିନରେ ୩ ଟି ବିଲ୍ ପାରିତ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ୍ , ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ୍ ଓ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ପାରିତ ହୋଇଛି । ଏହାପରେ…
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ହୋଇପାରିଲାନି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବି ଆଜି ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇପାରି ନାହିଁ । ହଟ୍ଟଗୋଳକୁ ଏ଼ଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା…
ବିଜେଡିରେ ଯୋଗ ଦେଲେ ୨୦୦ରୁ ଉର୍ଦ୍ଧ ଭାଜପା କର୍ମୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ଗ୍ରାମ ଠାରେ ଆଜି ଜିଲ୍ଲା ବିଜେଡି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୁବ ବିଜେଡି ସଭାପତି ଶାସନାମୁ ଲିଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଲଡା,…
ହୋଇପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ
ଭୁବନେଶ୍ୱର : ଓଡିଶା ବିଧାନସଭାର ଚଳିତ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ଶୋକ ପ୍ରସ୍ତାବ ପାରିତ ହେବା ପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କୃଷି ମନ୍ତ୍ରୀ ଅରୁଣ…
ଆଜିଠୁ ବିଧାନସଭା
ଭୁବନେଶ୍ୱର : କୋଭିଡ୍ କଟକଣା ମଧ୍ୟରେ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ମୌସୁମୀ କାଳୀନ ଅଧିବେଶନ । ବିଧାନସଭା ପୂର୍ବରୁ ୩ ପ୍ରମୁଖ ଦଳ ବିଜେଡି , ବିଜେପି ଓ କଗ୍ରେଂସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯାଇଛି । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ…
ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ୱର : ଆଗାମୀ ସେପଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ୨୭ ଅଗଷ୍ଟରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକ; କୋଭିଡ କଟକଣାରେ ଅଧିବେଶନ ଚାଲିବା ନେଇ ଏହି…
ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି : ଗଜପତିରେ ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ବିଜେଡିର କାର୍ଯ୍ୟକର୍ତ୍ତା…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଗତକାଲି ଠାରୁ ଗଜପତି ଜିଲ୍ଲାର କାଶୀନଗର ଏବଂ ଆଜି ରାୟଗଡା ଓ ନୂଆଗଡ ବ୍ଲକରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରାଯାଇଛି…
ମୋଦିଙ୍କ ନୂଆ କ୍ୟାବିନେଟ୍ ଟିମ
ନୂଆଦିଲ୍ଲୀ : ଆଜି ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି । ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି । ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନାରାୟଣ ତାତୁ ରାଣେ ପ୍ରଥମେ…
ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି
ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି । ମାନ୍ୟନର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଜଣେ ଟାଣୁଆ ଓ ନିଶ୍ୱର୍ଥାପର ନେତା ହେଉଛନ୍ତି ମାହାଙ୍ଗାର ବିଧାୟକ ତଥା…
ବେତାଜ୍ ବାଦ୍ଶାହ ନବୀନ
୨୦୦୦ ମସିହା ଓଡ଼ିଶା ରାଜନୀତି ପାଇଁ ଥିଲା ଏକ ଟର୍ଣ୍ଣିଂ ପଏଣ୍ଟ । ମହାବାତ୍ୟାର ଠିକ୍ ୧ବର୍ଷ ପରେ ସାରା ଓଡ଼ିଶା ଦୁଃଖ ଦୁର୍ଦ୍ଦିନରେ ଗତି କରୁଥିବା ସମୟରେ ଓଡ଼ିଶାବାସୀଙ୍କ ସାହାରା ପାଲଟିଥିଲେ ନବୀନ ପଟ୍ଟନାୟକ । ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ଗଢ଼ିଥିଲେ ନୂଆ ସରକାର । ନବୀନଙ୍କ…