Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯୌତୁକ ନିଷେଧ ଆଇନ ଓ ଘରୋଇ ହିଂସା ଆଇନ ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି : ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଯୌତୁକ ନିଷେଧ ଆଇନ ୧୯୬୧ ଓ ଘରୋଇ ହିଂସା ଆଇନ ୨୦୦୫ ଦେଶର ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସେବା ଭବନ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଘରୋଇ ହିଂସାରୁ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେବେ ସାମିଲ: ସିଡିଓ
କେନ୍ଦୁଝର, : ସରକାରଙ୍କ ଦ୍ୱାରା ଅନେକ ଆବାସ ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ, କେନ୍ଦୁଝର ଜିଲ୍ଲାର ଅନେକ ପୁରାତନ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ପରିବାର ଏବେବି ଭଙ୍ଗା ଏବଂ କଚ୍ଚା ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଏକ ଦୃଷ୍ଟାନ୍ତ ବାଂଶପାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇର ଗ୍ରାମରେ…
ବନ୍ୟା ପ୍ରଭାବିତ ହିମାଚଳ, ପଞ୍ଜାବରେ କ୍ଷୟକ୍ଷତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉଭୟ ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରି ବନ୍ୟା ଜନିତ କ୍ଷୟକ୍ଷତି ଆକଳନ କରିବା ସହ ଉଭୟ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଚଳିତ ବର୍ଷ ମୌସୁମୀ ଜନିତ ବର୍ଷାରେ ପ୍ରକୃତିର ତାଣ୍ଡବ ଦେଖିଥିବା ଏହି ଦୁଇ…
ସିପି ରାଧାକ୍ରିଷ୍ଣନ ହେଲେ ଦେଶର ଉପରାଷ୍ଟ୍ରପ
ନୂଆଦିଲ୍ଲୀ, : ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ସିପିରାଧାକ୍ରିଷ୍ଣନ । ମଙ୍ଗଳବାର ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ…
ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର
ଭୁବନେଶ୍ୱର, : ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିଦେ୍ର୍ଦଶକ ଅଭିଜିତ ମଜୁମଦାରଙ୍କ ଚିକିତ୍ସା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି । ଅଭିଜିତ ବର୍ତ୍ତମାନ ଏମ୍ସ-ଭୁବନେଶ୍ୱରର ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଚିକିତ୍ସାଧୀନ ଅଛନ୍ତି ।…
ଆଜିଠୁ ଏସିଆ କପ୍ କ୍ରିକେଟ୍: ଓପନିଂ କରିବେ ଗିଲ୍-ଅଭିଷେକ
ଦୁବାଇ, : ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାକୁ ନେଇ ୟୁଏଇ ଚଳଚଞ୍ଚଳ । ଭାରତୀୟ ଦଳ ଏଠାରେ ପହଞ୍ଚିବା ପରେ ଏହି ୮ଦଳୀୟ ପ୍ରତିଯୋଗିତାକୁ ନେଇ ବଢିଛି ଉତ୍ସାହ । ଭାରତୀୟ ଦଳ ମଧ୍ୟ କୌଣସି ସମୟ ଅପଚୟ ନକରି ଆରମ୍ଭ କରିଦେଇଛି ଜୋରଦାର୍ ପ୍ରସ୍ତୁତି ।…
ନୂଆ ଇନିଂସ ଆରମ୍ଭ କରିବେ ଧୋନି
ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟ୍ ଟିମର ସବୁଠୁ ସଫଳତମ କ୍ୟାପଟେନ୍ଙ୍କ ମଧ୍ୟରେ ଅନ୍ୟତମ ମହେନ୍ଦ୍ର ସିଂହ ଧୋନି ଏବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଅଭିନୟ ଜଗତରେ ପାଦ ରଖିଛନ୍ତି ସେ । ଶୀଘ୍ର ତାଙ୍କୁ ଅଭିନେତା ଆର୍. ମାଧବନ୍ଙ୍କ ସହ \"ଦ ଚେଜ୍\'ରେ ଦେଖିବାକୁ ମିଳିବ । ରବିବାର…
ଅସ୍ତରଙ୍ଗରେ ଆଉ ଦେଖିବାକୁ ମିଳୁନି ଇଲିସି ମାଛ
ଅସ୍ତରଙ୍ଗ,: ଓଡିଶାର ଭୌଗୋଳିକ ଦୃଷ୍ଟିକୋଣରୁ ପୂର୍ବଭାରତର ଉପକୂଳ ରାଜ୍ୟ ଭାବେ ପରିଚିତ । ଓଡ଼ିଶାର ଦୀର୍ଘ ୪୮୦ କିଲୋମିଟର ଉପକୂଳ ଅଞ୍ଚଳକୁ ବଙ୍ଗୋପସାଗର ଘେରି ରହିଛି । ସେହିଭଳି ଓଡିଶା ମଧ୍ୟରେ ଅନେକ ଛୋଟ ବଡ଼ ନଦୀ ପ୍ରବାହିତ ହେଉଅଛି । ତା ଭିତରୁ ମହାନଦୀ ହେଉଛି ଓଡ଼ିଶାର ସବୁଠାରୁ ବଡ଼ନଦୀ…
ଭୁବନେଶ୍ୱର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋଡ
ଭୁବନେଶ୍ୱର, : ଭୁବନେଶ୍ୱର ମହାନଗର ନିଗମ ବିନା କୌଣସି ସ୍ୱୀକୃତିରେ ଗାଡ଼କଣ ଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅଳିଆ ଗଦାଇ ଅଧା ଭୁବନେଶ୍ୱରକୁ ହନ୍ତସନ୍ତ କରି ଆସୁଛି । ସୈନିକ ସ୍କୁଲ ଭଳି ଗୌରବମୟ ଅନୁଷ୍ଠାନର ଜମିକୁ ମାଡି ବସି ଦୁର୍ଗନ୍ଧ ସୃଷ୍ଟି କରି ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ…
୧୫ରେ ଯୁଗ୍ମ କମାଣ୍ଡର ସମ୍ମିଳନୀ ପ୍ରଧାନମନ୍ତ୍ରୀ କରିବେ ଉଦ୍ଘାଟନ
ନୂଆଦିଲ୍ଲୀ, : ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ସଶସ୍ତ୍ର ବାହିନୀର ଯୁଗ୍ମ କମାଣ୍ଡର ସମ୍ମିଳନୀ (ସିସିସି) ଅନୁଷ୍ଠିତ ହେବ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା…