Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୩ ତାରିଖ ସକାଳ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ଭୀଷଣ ବର୍ଷା
ଭୁବନେଶ୍ୱର, : ରାଜ୍ୟରେ ତାତି କମାଇବ କାଳବୈଶାଖୀ ବର୍ଷା । ଆଜି ଠାରୁ ଆସନ୍ତା ୨୩ ତାରିଖ ସକାଳ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ଭୀଷଣ ବର୍ଷା, ପବନ ଓ କୁଆପଥର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି । ସେହିପରି ୨୩ ଓ ୨୪ ତାରିଖରେ ରାଜ୍ୟର କେତେକ…
କେନାଲ ର ଗଭୀର ସ୍ରୋତ ରେ ବୁଡି ଜଣେ ୧୧ ବର୍ଷ ର ନାବାଳିକା ଝିଅ ର ମୃତ୍ୟୁ ହୋଇଛି
କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବ୍ରାହ୍ମଣ କେନ୍ଦୁଗୁଡା ନିକଟରେ କେନାଲ କୁ ଗାଧେଇବା କୁ ଯାଇ କେନାଲ ର ଗଭୀର ସ୍ରୋତ ରେ ବୁଡି ଜଣେ ୧୧ ବର୍ଷ ର ନାବାଳିକା ଝିଅ ର ମୃତ୍ୟୁ ହୋଇଛି। ସୂଚନା ମତେ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ମହେନ୍ଦ୍ର ମାଝୀ ଙ୍କ ପଞ୍ଚମ…
ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ
ବିଶ୍ୱ ଖାଉଟି ଅଧିକାର ଦିବସ ଭଦ୍ରକ ବ୍ଲକ ବରପଦା ସ୍ଥିତ କେ କେ ଆର କଲେଜରେ ପାଳିତ ହୋଇଯାଇଛି, ବିଶ୍ୱ ଖାଉଟି ଅଧିକାର ବାବଦରେ ଏକ ସଚେତନତା କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ କରାଯାଇଛି, ଏହି ଅବସରରେ ଆଇନଜୀବୀ ବସନ୍ତ ଖିଲାର ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ
ଯାଜପୁର,: ପ୍ୟାନ କାର୍ଡ ପରେ ଏବେ ଭୋଟର ପରିଚୟ ପତ୍ରକୁ ମଧ୍ୟ ଆଧାର ଲିଙ୍କ କରାଯିବ । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି । ରିପୋର୍ଟ ଅନୁସାରେ ଦେଶର ଭୋଟର ତାଲିକା ବ୍ୟବସ୍ଥାରେ ଏକ ବୃହତ୍ ସଂସ୍କାର ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ନିର୍ବାଚନ ଆୟୋଗ ଏପରି…
ଆଜି ହେଉଛି ବିଶ୍ୱ ପଖାଳ ଦିବସ
ଭୁବନେଶ୍ୱର,: ଆଜି ହେଉଛି ବିଶ୍ୱ ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଇଥାଏ । ପଖାଳ ହେଉଛି ଓଡ଼ିଆ ଜାତି ଭାଇର ଆତ୍ମା ଓ ଅସ୍ମିତା । ଏହି ଅବସରରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଚିତ୍ରକଳା…
ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି
ଭୁବନେଶ୍ୱର, : ଆଜି ଠୁ ରାଜ୍ୟରେ କାଳବୈଶାଖୀ । ଏହାର ପ୍ରଭାବରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ ବି…
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର,: ରାଜ୍ୟରେ ବଢୁଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଆସନ୍ତା ଏପ୍ରିଲ ୨ରୁ ଲାଗୁ ହେବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ତେବେ ଏ ପର୍ଯ୍ୟନ୍ତ…
ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ
ପୁରୀ,: ଚୈତ୍ର କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବକମାନେ ଶ୍ରୀଜିଉମାନଙ୍କ ବନକଲଗି (ଶ୍ରୀମୁଖ ଶୃଙ୍ଗାର) କରିଛନ୍ତି । ବୁଧବାର ଭୋର ୫ଟା ୩୦ରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ୬ଟା ୨୦ରେ ଭିତରଶୋଧ ପରେ ସକାଳ…
ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା, : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା…
ମା\’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ
ବ୍ରହ୍ମପୁର, : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା\' ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ଦର୍ଶନ କରିବା ନିମନ୍ତେ ମଧ୍ୟରାତ୍ରରୁ ମା\'ଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ମା\'…