Browsing Category

ରାଜ୍ୟ

ସମ୍ବଲପୁରରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧି ଆହତ

ସମ୍ବଲପୁର,: ସମ୍ବଲପୁର ପୋଲିସ ଦ୍ୱାରା ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଆଜି ସକାଳ ପ୍ରାୟ ୫.୪୫ ମିନିଟ ସମୟରେ ସମ୍ବଲପୁର ଅଇଁଠାପାଲି ପୋଲିସ ମହେଶ କୁମାର ନାମକ ଜଣେ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ମହେଶ ଗତକାଲି ଟାଙ୍ଗରପାଲିରେ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ ହଜାର ଟଙ୍କା…

ପୂର୍ତ୍ତ ବିଭାଗ ଅଧୀନରେ ଥିବା ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୦୦ କୋଟିରୁ ଅଧିକ ପ୍ରକଳ୍ପ ମୂଲ୍ୟର ରାସ୍ତାଘାଟ, ସେତୁ ତଥା କୋଠାବାଡ଼ି ଆଦି କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ…

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର,: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱରର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଅଣୁ…

ବନ୍ଦର ଭିତ୍ତିକ ଅଭିବୃଦ୍ଧିର ବଡ଼ ସମ୍ଭାବନା

ଭୁବନେଶ୍ୱର,: ଏବେ ରାଜ୍ୟର ବନ୍ଦର କ୍ଷେତ୍ରକୁ ବିକଶିତ କରିବା ଲାଗି ରାଜ୍ୟ ସରକାର ନୂଆ ରୋଡ଼ମ୍ୟାପ୍ ଉପରେ କାର୍ଯ୍ୟ କରୁଛନ୍ତି । ଏଥର ରାଜ୍ୟ ବଜେଟରେ ବନ୍ଦର ବିକାଶ ଲାଗି ୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏଭଳି ସ୍ଥିତିରେ  ନୌପରିବହନ କ୍ଷେତ୍ରରେ ପୂର୍ବ ଏସିଆ ଏବଂ ପ୍ରଶାନ୍ତ…

ଉତ୍କଳ ଆଲୁମିନା ପକ୍ଷରୁ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ

ରାୟଗଡା,; ଆଧିବାସୀ ଅଧ୍ୟୁଷିତ ଅଞ୍ଚଳରେ କୃଷକଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଉତ୍କଳ ଆଲୁମିନା ପକ୍ଷରୁ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଅଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ସିଏସଆର ବିଭାଗ ହରିଆଲି ପ୍ରକଳ୍ପ ଅଧିନରେ କାଶୀପୁର ବ୍ଲକ ଅନ୍ତର୍ଗତ ବିଲାମାଳ ଗ୍ରାମରେ ସୌର ଚାଳିତ ଶୀତଳ…

ଟାଟା ଷ୍ଟିଲ୍ ପକ୍ଷରୁ ଯୋଡ଼ାରେ 186 ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦୁଝର: ଟାଟା ଷ୍ଟିଲ୍ ଓର ମାଇନ୍ସ ଆଣ୍ଡ୍ କ୍ୱାରିଜ୍ (ଓଏମ୍କୁ୍ୟ) ଡିଭିଜନ୍ ର ଯୋଡ଼ା ୟୁନିଟ୍ ପକ୍ଷରୁ ଆଜି ଜାମସେତଜୀ ନୁସରୱାନଜୀ ଟାଟାଙ୍କ 186 ତମ ଜୟନ୍ତୀକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଛି । ଟାଟା ଷ୍ଟିଲ୍ ଯୋଡ଼ା ର ଚିଫ୍ ରାଜେଶ କୁମାର ଅନ୍ୟାନ୍ୟ ୟୁନିଟ୍ ର ମୁଖ୍ୟ, ଅଧିକାରୀ,…

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦ : ୨ ଗିରଫ

ଭୁବନେଶ୍ୱର,: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦ ପ୍ରସଙ୍ଗରେ, ସୋମବାର ରକି ଟାଟୁ ଷ୍ଟୁଡିଓର ମାଲିକଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି । ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁ ତିଆରି କରିବା ମାମଲାରେ ରକି ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଷୋୟୀଙ୍କୁ ସହିଦ ନଗର…

ନେତା, ପୋଲିସର ପ୍ରୋତ୍ସାହନ ଚାଲିଥିଲା ଗୋ ତସ୍କରୀ

ଭୁବନେଶ୍ୱର,: ତିଗିରିଆ ଗୋ ତସ୍କରୀ ଘଟଣାରେ ଦୃଷ୍ଟାନ୍ତ ମୂଳକ କର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜ୍ୟ ଗୋପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ତିଗିରିଆ ଗୋ ତସ୍କରୀକୁ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି ଏହା…

ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି

ଭୁବନେଶ୍ୱର,: ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି । ପ୍ରକଳ୍ପ କାର୍ଯ୍ୟକାରିତାର ନିରୀକ୍ଷଣ କରିବା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । \"ଦି ୱିକ୍‌\'କୁ ଦେଇଥିବା…

ଆହ୍ୱାନ ସ୍ଥିତିରେ ସଂସ୍କାର ଉପରେ ଫୋକସ

ଭୁବନେଶ୍ୱର, : ମହାମାରୀ ପରେ ଭୂରାଜନୈତିକ ସଙ୍କଟ ଯୋଗୁ ସାରା ବିଶ୍ୱ ଏକ ଆହ୍ୱାନ ସ୍ଥିତି ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଏଭଳି ସ୍ଥିତିରେ ସଂସ୍କାର ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର…