Browsing Category

ରାଜ୍ୟ

ସଂଗୀନ ଅଭିଯୋଗ ଆଣିଲେ ସମିତି ସଭ୍ୟା କେଳାଙ୍କରୀ

କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ ଅନ୍ତର୍ଗତ ଦୁଧାରି ଡଙ୍ଗା ମୁଣ୍ଡି ଏବଂ କାଳିଆ ଘାଟ ଠାରେ କେନାଲ ନିର୍ମାଣର ନିମ୍ନମାନ କାର୍ଯ୍ୟ ଚାଲିଛି, ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି। ଅଭିଯୋଗ ଆଣିଛନ୍ତି,ପୁଣି ଘଟଣା…

ସୁନା ଦର କମିଲା

ଭୁବନେଶ୍ୱର,: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର । କମିଲା ସୁନାଦର । ଶୀଘ୍ର ଯାଇ କିଣି ନିଅନ୍ତୁ । ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ । ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା…

ବାପା ଆଗରେ ନଦୀକୁ ଡେଇଁଲେ ପୁଅ

କୋରାପୁଟ,: କୋରାପୁଟ ଜିଲ୍ଲା ସୁନାବେଡା ଜାତୀୟ ରାଜପଥ ଟିମ୍ବର ନିକଟସ୍ଥ କୋଲାବ ନଦୀକୁ ଡେଇଁ ଯୁବକ ନିଖୋଜ । ଘଟଣା ସ୍ଥଳରେ ସେମିଲିଗୁଡା ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି କରୁଛି । ଯୁବକଙ୍କ ନାଁ ମଦନ ଯାନୀ ତାଙ୍କ ଘର କୋରାପୁଟ ନିଗୁଡା ବୋଲି ଜଣାପଡ଼ିଛି । କେଉଁ କାରଣ ଯୋଗୁ ଯୁବକ ଜଣକ…

୪ଜଣଙ୍କୁ ମିଳିଲା କର୍କଟ ଯୋଦ୍ଧା ସମ୍ମାନ

ଭୁବନେଶ୍ୱର,: କ୍ୟାନ୍ସର ବା କର୍କଟ ସହିତ ଲଢି ନିଜର ମନୋବଳ ଦୃଢ କରିଥିବା ୪ଜଣ ବିଶିଷ୍ଟ ସାରସ୍ୱତି ସାଧକ ବା କବିଙ୍କୁ କର୍କଟ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଏବଂ ପ୍ରତିଦିନ ୩୦୦ରୁ ଉର୍ଦ୍ଧ୍ୱ କର୍କଟ ରୋଗୀଙ୍କୁ ଚିକିତ୍ସା କରୁଥିବା…

ଟାଟା ଷ୍ଟିଲ୍ କଳିଙ୍ଗନଗର ନୂତନ କଣ୍ଟିନିୟସ ଆନିଲିଂ ଲାଇନରୁ ଆନିଲଡ୍ କଏଲର ପ୍ରଥମ ବ୍ୟାଚ୍ ଉତ୍ପାଦ

କଳିଙ୍ଗନଗର: ଟାଟା ଷ୍ଟିଲ କଳିଙ୍ଗନଗରର ଅତ୍ୟାଧୁନିକ କଣ୍ଟିନିୟସ ଆନିଲିଂ ଲାଇନ (ସିଏଏଲ)ର କୋଲ୍ଡ ରୋଲିଂ ମିଲ ସିଆରଏମ) କମ୍ପେ୍ଲକ୍ସରେ ଥିବା ଅତ୍ୟାଧୁନିକ କଏଲର ପ୍ରଥମ ବ୍ୟାଚ୍‌ ଉତ୍ପାଦ ଗୁରୁବାର କାରଖାନା ପରିସରରେ ଥିବା କମନ୍ ପ୍ରଡକ୍ଟ ଡେସ୍ପାଚ୍ ୟାର୍ଡରୁ ପଠାଯାଇଛି । ଟିଏସକେର…

ସୌରଶକ୍ତି ଚାଳିତ ହେଲା ଟିପିଏସ୍‌ଓଡିଏଲର ତିନି ପ୍ରମୁଖ କାର୍ଯ୍ୟାଳୟ

ବ୍ରହ୍ମପୁର,: ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଏହାର ତିନୋଟି କାର୍ଯ୍ୟାଳୟରେ ମୋଟ ୬୨.୭ କିଲୋୱାଟ କ୍ଷମତା ବିଶିଷ୍ଟ ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇଛି । କମ୍ପାନୀର…

ଅଷ୍ଟମ ଶ୍ରେଣୀର ୫୦%ରୁ ଅଧିକ ପିଲାଙ୍କୁ ଆସୁନି \”ହରଣ\’

ଭୁବନେଶ୍ୱର, : ରାଜ୍ୟରେ ଅଷ୍ଟମ ଶ୍ରେଣୀରେ ପୁଥିବା ପ୍ରାୟ ୫୦ ପ୍ରତିଶତରୁ ଅଧିକ ପିଲାଙ୍କୁ \"ହରଣ\' ଆସୁନି । ୩୦ ପ୍ରତିଶତରୁ ଅଧିକ ପିଲାଙ୍କୁ \"ଫେଡ଼ାଣ\' ଆସୁନି । ରାଜ୍ୟରେ ସ୍କୁଲ ଶିକ୍ଷାର ଏଭଳି ଦୟନୀୟ ଚିତ୍ରକୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି । କିନ୍ତୁ…

୧୯ରୁ ୨୧ ପର୍ଯ୍ୟନ୍ତ ୯ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର,: ଶୀତ ସରିଗଲାଣି । ଖରା ଆସିଗଲାଣି । ରାଜ୍ୟରେ ପାଗ ଏବେ ମୁଖ୍ୟତଃ ଶୁଖିଲା ଥିବା ବେଳେ ଆଗକୁ କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,…

ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର, ଜିଲ୍ଲା ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏବଂ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ସମ୍ବନ୍ଧ ରେ ଏକ ସଚେତନା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ…

ବିଷାକ୍ତ ମଦ କାରବାର ରୋକିବା ଉପରେ ଗୁରୁତ

ଭୁବନେଶ୍ୱର,: ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ।…